Browsing Tag

sukma

ଛତିଶଗଡ଼: ସୁକ୍‌ମାରେ ୫ ନକ୍ସଲ ଗିରଫ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଛତିଶଗଡ଼ର ସୁକମା ଜିଲ୍ଲାରେ ୫ ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବ୍ୟାରେଲ ଗ୍ରେନେଡ ଲଞ୍ଚର୍‌ ସେଲ୍‌, ଗୋଟିଏ ଟିଫିନ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହି ନକ୍ସଲମାନେ ଜଗରଗୁଣ୍ଡା ଥାନା ଅଞ୍ଚଳରୁ ଧରାପଡ଼ିଛନ୍ତି । ପୋଲିସ…

ଛତିଶଗଡ଼ର ସୁକମାରେ IED ବିସ୍ଫୋରଣ, ସିଆର୍‌ପିଏଫ୍‌ର ୨ ଯବାନ ସହିଦ

ଛତିଶଗଡ଼ର ସୁକ୍‌ମାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ବିଷ୍ଣୁ ଆର୍‌ ଓ ଶୈଳେନ୍ଦ୍ର ବୋଲି ଜଣାପଡ଼ିଛି । ସୁରକ୍ଷା ବାହିନୀକୁ ଆକ୍ରମଣ ଉଦ୍ଦେଶ୍ୟରେ ନକ୍ସଲମାନେ କ୍ୟାମ୍ପ୍‌ ସିଲଗେରରୁ ଟେକଲଗୁଡେମ୍‌ ଯିବାକୁ ଥିବା…

ନକ୍ସଲ ଆଦେଶ ପରେ ୨୧ ବର୍ଷ ଧରି ବନ୍ଦ ପଡ଼ିଥିଲା ରାମ ମନ୍ଦିର, ସଫାସୁତରା କରି ପୂଜାପାଠ ଆରମ୍ଭ କଲେ CRPF ଯବାନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କୁ ୫୦୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଏମିତି ହିଁ ନକ୍ସଲ ପ୍ରଭାବିତ ଛତିଶଗଡ଼ର ସୁକମା ଜିଲ୍ଲାରେ ରାମ ମନ୍ଦିରର କପାଟ ଖୋଲିବାକୁ ଗ୍ରାମବାସୀ ୨୧ ବର୍ଷରୁ ଅପେକ୍ଷା କରି ରହିଛନ୍ତି । ନକ୍ସଲଙ୍କ ଆଦେଶ ପରେ ୨୦୦୩ରେ ମନ୍ଦିରରେ ପୂଜାପାଠ…

ଛତିଶଗଡ଼: ସୁକ୍‌ମାରେ ନକ୍ସଲ ଆକ୍ରମଣ; CRPF ସବ୍‌-ଇନ୍ସପେକ୍ଟର ସହିଦ, ଜଣେ ଯବାନ ଆହତ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ସୁକ୍‌ମା ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ନକ୍ସଲ ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଯବାନ ସହିଦ ହୋଇଛନ୍ତି। ସେ ହେଲେ ସବ୍‌-ଇନ୍ସପେକ୍ଟର ସୁଧାକର ରେଡ୍ଡୀ। ସିଆର୍‌ପିଏଫ୍‌ କନଷ୍ଟେବଳ ରାମୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି।…

ମାଓବାଦୀଙ୍କ ଶୋଭାଯାତ୍ରା, ଜାରି କଲେ ମୀନପା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରର ତାଜା ଚିତ୍ର ସହ ଡକ୍ୟୁମେଣ୍ଟାରୀ

ଛତିଶଗଡ଼ (କେନ୍ୟୁଜ ବ୍ୟୁରୋ): ମାଓବାଦୀଙ୍କ ବର୍ବରତା । ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜିଲ୍ଲାର ମୀନପା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରର ତାଜା ଚିତ୍ର ସହ ମାଓ ସଂଗଠନ ପ୍ରସ୍ତୁତ କରିଛି ୧୨ ମିନିଟର ଡକ୍ୟୁମେଣ୍ଟାରୀ । ଯେଉଁଥିରେ ମୀନପା ଜଙ୍ଗଲରେ ଗୁଳି ବିନିମୟ ସମୟର କିଛି…