Browsing Tag

summer drinks

ମିନିଟରେ ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ୍‌, ଆପଣ ହୋଇଯିବେ ଏକଦମ୍‌ ରିଫ୍ରେସ୍‌

ଗରମରେ ଆପଣଙ୍କୁ ଆରାମ ଦେବ ଥଣ୍ଡା ଥଣ୍ଡା ଡ୍ରିଙ୍କସ। କାହିଁକିନା ଗରମରେ ସାଧା ପାଣି ପିଇବାକୁ ମନ ହୋଇନଥାଏ। ଏଥିପାଇଁ ଲୋକମାନେ ଅନେକ ପ୍ରକାର ହେଲଦି ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରନ୍ତି। ସେଥିପାଇଁ ଲେମ୍ବୁ ପାଣି ଠାରୁ ନେଇ ପଇଡ ପାଣି ପର୍ଯ୍ୟନ୍ତ ଅନେକ ଡ୍ରିଙ୍କସ ସେବନ କରାଯାଏ। ଏମିତିରେ…

ଖରାଦିନରେ ବନାନ୍ତୁ  ସ୍ୱାଦିଷ୍ଟ ଛତୁଆ ଡ୍ରିଙ୍କସ, ଯାହା ଆପଣଙ୍କୁ ସନଷ୍ଟ୍ରୋକରୁ କରିବ ରକ୍ଷା 

ଖରାଦିନେ ଗରମ ଦାଉରୁ ରକ୍ଷା ପାଇଁ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ବାଟରେ ଯାଉଥିବା ସମୟରେ ହାଲିଆ ଲାଗିଲେ ସ୍ୱାସ୍ଥ୍ୟ ଉପଯୋଗୀ ତରଭୂଜ ଓ କାକୁଡି ଭଳି ଫଳ ଖାଇବାକୁ ମଧ୍ୟ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳେ। ସରବତ ଖରାଦିନ ପାଇଁ ବେଷ୍ଟ ଅପସନ ହୋଇଯାଏ। ତେବେ ଆଜି ଆମେ…

ଖରା ଦିନେ ପିଅନ୍ତୁ ଆଖୁ ରସ, କର୍କଟ ଠାରୁ ଆରମ୍ଭ କରି ମଧୁମେହ ଯାଏଁ ସବୁ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ

ଚଳିତ ବର୍ଷ ଖରାର ପ୍ରକୋପ କଥା ନକହିବା ଭଲ । ତା ସାଙ୍ଗକୁ ମହାମାରୀର ଆତଙ୍କ। ଯେମିତି ସାଧାରଣରେ ବଞ୍ଚିବା ମୁସ୍କିଲ୍ କରିଦେଉଛି । ଖାସ୍ ଖରା ଦିନେ ଲୋକମାନେ ବାହାରୁ ବୁଲିକି ଯିବା ସମୟରେ କିମ୍ବା ଘରେ ଥିବା ସମୟରେ କିଛି ଥଣ୍ଡାଜାତୀୟ ଜିନିଷକୁ ଖାଇବାକୁ ପସନ୍ଦ କରିଥାନ୍ତି । ଯେପରି…

ଖାଲି ଲେମ୍ବୁ ପାଣି ସର୍ବତ ଭଲ ଲାଗୁନି ତାହେଲେ ବନାନ୍ତୁ ‘ମିକ୍ସ ଲେମନ ଟି’, ଗରମରେ ମିଳିବ ଆରାମ

ଗରମ ଆରମ୍ଭ ହୋଇଗଲାଣି ଏବଂ ଖାଲି ଗରମ ତ ନୁହେଁ ତା ସହିତ ଗୁଳୁଗୁଳି। ଏହି ସମୟରେ ପାଣିର ଦେହରେ ପାଣିର ଅଭାବ ରହିବ ଅନୁଚିତ। ଏଥିପାଇଁ ଶରୀରରେ ଜଳୀୟଅଂଶକୁ ବଢାଇବା ପାଇଁ ପିଅନ୍ତୁ ସମର ଡ୍ରିଙ୍କସ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମିକ୍ସ ଲେମନ ଟି, ଯାହା ପ୍ଲେନ ଲେମ୍ବୁ ସର୍ବତ ଠାରୁ…

ପ୍ରବଳ ଉତ୍ତାପରେ କୋଷ୍ଠକାଠିନ୍ୟ ଓ ଏସିଡ଼ିଟି ପରି ସମସ୍ୟାରୁ ମୁକ୍ତି ଦେବ ଏହି ପାନୀୟ

ପ୍ରବଳ ଉତ୍ତାପରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ପାନୀୟ ପିଇବା ପସନ୍ଦ କରିଥାଉ । ସାଧାରଣତଃ ଆମ ମଧ୍ୟରୁ ଅନେକ ବଜାର ପାନୀୟ ପିଇବାକୁ ଅଧିକ ଭଲପାନ୍ତି । କିନ୍ତୁ ଜାଣନ୍ତିକି ଏହି ପାନୀୟ ଗୁଡିକ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏମିତିକି ଅଧିକ…