Browsing Tag

sun

ଆସନ୍ତା ୨୦ ଏପ୍ରିଲରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭୁଲରେ ବି ଏହି ଦିନ କିଛି ଏପରି କଲେ ପଡିଯିବ ଅଭିଶାପ, ଜାଣନ୍ତୁ ଆଉ…

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଯାହାକି ମାତ୍ର କିଛି ସମୟ ବାକି ରହିଛି। ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ…

ସରକାରୀ ଚାକିରି ପାଇବା ପାଇଁ କରନ୍ତୁ ଏହି ପୂଜା

ସପ୍ତାହର ପ୍ରତ୍ୟେକ ଦିନକୁ ବିଭିନ୍ନ ଦେବଦେବୀଙ୍କୁ ଉତ୍ସର୍ଗ କରାଯାଇଛି । କୁହାଯାଏ ଯେ ଏହି ଦିନ ଦେବୀ ଦେବତାଙ୍କୁ ପୂଜା କରିବା ଦ୍ବାରା ସେମାନେ ଶୀଘ୍ର ସନ୍ତୁଷ୍ଟ ହେବା ସହ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି। ରବିବାର ସୂର୍ଯ୍ୟ ଦେବତାଙ୍କ ବାର । ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ…

ସୂର୍ଯ୍ୟଙ୍କୁ ପ୍ରତିଦିନ ଜଳ ଅର୍ଘ୍ୟ ପ୍ରଦାନ କଲେ ମିଳିଥାଏ ବଡ଼ ସଫଳତା, ଦୂରେଇ ଯାଏ ସବୁ ସମସ୍ୟା

ଶାସ୍ତ୍ର ଅନୁଯାୟୀ ଆମ ହିନ୍ଦୁ ଧର୍ମରେ ଥିବା ଦେବଦେବୀଙ୍କ ସଂଖ୍ୟା ୩୩ କୋଟି। କିନ୍ତୁ ଏସମସ୍ତ ଦେବଦେବୀଙ୍କ ମଧ୍ୟରୁ ଆମେ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଦେବଙ୍କୁ ପୃଥିବୀ ପୃଷ୍ଠରେ ଦେଖିପାରୁ। ତେଣୁ ସୃଷ୍ଟିର ଆରମ୍ଭରୁ ହିଁ ଆମେ ଏଦୁହିଁଙ୍କୁ ପୂଜା କରିଥାଉ। ମହାଭାରତ ତଥା ରାମାୟଣରେ ମଧ୍ୟ…

ସୂର୍ଯ୍ୟ ଗୋଚର ୨୦୨୨: ଚନ୍ଦ୍ରର ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଏହି ଲୋକଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ, ଜାଣନ୍ତୁ ରାଶି ଫଳ

ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ଏହିପରି, ସୂର୍ଯ୍ୟ ବର୍ଷସାରା ସମସ୍ତ ୧୨ ଟି ରାଶିରେ ଗତି କରନ୍ତି। ଏହି ମାସ, ଆସନ୍ତାକାଲି ଅର୍ଥାତ୍ ୧୬ ଜୁଲାଇ ୨୦୨୨ ରେ, ସୂର୍ଯ୍ୟ ଶନିବାର ଦିନ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଚନ୍ଦ୍ରର ଚିହ୍ନରେ ସୂର୍ଯ୍ୟଙ୍କ ପ୍ରବେଶ କର୍କଟ…

ସୂର୍ଯ୍ୟ ପାଖରୁ ପୃଥିବୀ ଆଡକୁ ମାଡ଼ି ଆସୁଛି ଶକ୍ତିଶାଳୀ ଝଡ଼, ଆଜି କରିପାରେ ହିଟ

ନୂଆଦିଲ୍ଲୀ : ମାଡି ଆସୁଛି ସୌର ଝଡ । ଆଜି ପୃଥିବୀକୁ କରିପାରେ ହିଟ । ସୂର୍ଯ୍ୟ ପାଖରୁ ପୃଥିବୀ ଆଡକୁ ମାଡ଼ିଆସୁଛି ଶକ୍ତିଶାଳୀ ଝଡ଼ । ସୃଷ୍ଟି ହେବ ଭୂତଳ ଚୁମ୍ବକୀୟ ଝଡ । ଆଜିଠୁ କାଲି ପର୍ଯ୍ୟନ୍ତ ଭୂଚୁମ୍ବକୀୟ ଝଡ ଦ୍ୱାରା ପ୍ରବାବିତ ହେବ ପୃଥିବୀ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ…

ନକଲି ସୂର୍ଯ୍ୟ ପରେ ଏବେ ଚୀନ୍‌ ତିଆରି କଲା ଚନ୍ଦ୍ର, ଆଉ ସହରରେ ଦରକାର ନାହିଁ ଷ୍ଟ୍ରିଟ୍‌ ଲାଇଟ୍‌

ଚୀନ ସବୁବେଳେ ନିଜକୁ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅନେକ ଅଜବ ଅଜବ ପନ୍ଥା ଆପଣାଇଛି । କେତେବେଳେ ମହାମାନବ ତିଆରି କରୁଛି ତ କେତେବେଳେ ତିଆରି କରୁଛି ବମ ପ୍ଲାଣ୍ଟ ।ଏବେ ପୁଣି କିଛି ଦିନ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ତିଆରି କରିଥିଲା ଚୀନ୍ । ପୁଣି ବର୍ତ୍ତମାନ ତିଆରି କରିଛି କୃତ୍ରିମ…

ସତର୍କ ରୁହନ୍ତୁ ଏହି ୪ଟି ରାଶି, ଆଗାମୀ ୧୫ ଦିନରେ ପଡ଼ିବ ଗ୍ରହମାନଙ୍କ ଖରାପ ପ୍ରଭାବ, ସବୁ କାର୍ଯ୍ୟରେ ମିଳିବ ଅସଫଳତା

ଆସନ୍ତା ୧୫ ଦିନ ମଧ୍ୟରେ ହେବାକୁ ଯାଉଛି ଗ୍ରହ ମାନଙ୍କର ବଡ଼ ପରିବର୍ତ୍ତନ ।ଏହି ସ୍ଥିତିରେ ସବୁ ରାଶିଙ୍କ ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ସିଧାସଳଖ ପଡ଼ିବ । କିନ୍ତୁ ୪ଟି ରାଶିଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଆସନ୍ତା ୧୫ ଦିନରେ ଗ୍ରହ ରାଜା…

ଜାନୁଆରୀରେ ଏହି ୩ଟି ଗ୍ରହ କରିବେ ରାଶି ପରିବର୍ତ୍ତନ, ମିଳିବ ଏମାନଙ୍କୁ ବର୍ଷସାରା ଶୁଭଫଳ

ବର୍ଷର ପ୍ରଥମ ମାସରେ ମାନେ ଜାନୁଆରୀରେ ସୂର୍ଯ୍ୟ, ମଙ୍ଗଳ ଓ ବୁଧ ଏହି ୪ ଗ୍ରହଙ୍କର ରାଶି ପରିବର୍ତ୍ତନ ହେବ। ଏହାସହିତ କର୍ମଫଳ ଦାତା ଶନିଦେବ ମଧ୍ୟ ୩୦ ବର୍ଷ ପରେ ନିଜ ରାଶିରେ ପ୍ରବେଶ କରିବେ। ମାନେ କୁୁମ୍ଭ ରାଶିକୁ ଗୋଚର ପ୍ରାକାରେ ଗତି କରିବେ । ତେବେ ଏହାପାଇଁ କେଉଁ ରାଶିଙ୍କ ଉପରେ…

ବୈଜ୍ଞାନିକଙ୍କ ଅଜବ ଆକଳନ: ଏହି ଦିନ ଜଳିଯିବେ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଠାରୁ ମଧ୍ୟ ୧୦୦ ଗୁଣା ବଡ ତାରା ରହିଛି…

ଆପଣମାନେ ଜାଣିଥିବେ ବର୍ତ୍ତମାନ ଦିନକୁ ଦିନ ବୈଜ୍ଞାନିକମାନେ ନୂଆ ନୂଆ ବସ୍ତୁର ଉଦ୍ଭାବନ କରୁଛନ୍ତି । ଯାହା ଦ୍ୱାରା ଦୁନିଆର ଅନେକ ଅଜବ ଅଜବ ତଥ୍ୟ ଆମ ସାମ୍ନାକୁ ଆସୁଛି । ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ଓ ଆମ ପୃଥିବୀକୁ ନିଜର ସୂର୍ଯ୍ୟ କିରଣ ଦେଇ ସମସ୍ତଙ୍କୁ ଶକ୍ତି ଯୋଗାଇଥାଆନ୍ତି…

ଆଉ କେତେ ଦିନ ରହିବ ସୂର୍ଯ୍ୟଙ୍କ ଜୀବନ, ଯେତେ ଜୋରରେ ଜଳୁଛି ସେତେ ସରୁଛି ସୂର୍ଯ୍ୟଙ୍କ ତେଜ

ସୂର୍ଯ୍ୟଙ୍କୁ ନେଇ ପୁରାଣରେ ଅନେକ କଥାବସ୍ତୁ ରହିଛି । ଯାହାକୁ ଆମ ଭିତରୁ ଅନେକ ବିଶ୍ୱାସ କରନ୍ତି । ହେଲେ ଏମିତି କିଛି ଅଛି କି ଯାହା ଆମେ ଜାଣି ନାହାନ୍ତି ? ହଁ ଏମିତି ଅନେକ କଥା ରହସ୍ୟ ହୋଇ ରହିଛି । ଯାହାକୁ ଜାଣିବା ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ । ଏମିତିକି ବୈଜ୍ଞାନିକମାନେ ମଧ୍ୟ…

ସୂର୍ଯ୍ୟମୁଖୀ ଫୁଲରେ ରହିଛି ଜୈବିକ ଘଡ଼ି, ଯାହା ସୂର୍ଯ୍ୟଙ୍କ କିରଣକୁ କରିଥାଏ ଡିଟେକ୍ଟ

କୁହାଯାଏ ଯେ, ଦୁନିଆରେ ଯାହା ଘଟେ ତାହା ପଛରେ ଏକ ବିଶେଷ କାରଣ ଲୁଚି ରହିଥାଏ। ଅନେକ ଖବର ଏମିତି ସାମ୍ନାକୁ ଆସେ ଯାହା ଶୁଣିଲେ ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ରୋଚକ ଖବର ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବୁ। ଆପଣ ସମସ୍ତେ ସୂର୍ଯ୍ୟମୂଖୀ ଫୁଲ ଦେଖିଥିବେ। କିନ୍ତୁ କେବେ ଏହାକୁ…

ଏହା ଦୁନିଆର ସେହି ଜାଗା, ଯେଉଁଠି କେବେ ବି ଅସ୍ତ ହୋଇ ନ ଥାଆନ୍ତି ସୂର୍ଯ୍ୟ! ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ…

ଏ ଦୁନିଆ ବଡ଼ ବିଚିତ୍ର। ଏଠି ଅନେକ ବିଚିତ୍ରମୟ ଜିନିଷ ଦେଖିବାକୁ ମିଳିଥାଏ। ଏମିତି ହିଁ ଏକ ସ୍ଥାନ ରହିଛି, ଯେଉଁଠି ସୂର୍ଯ୍ୟ ପାଖାପାଖି ୭୦ ଦିନରୁ ଅଧିକ ସମୟ କାଳ ଅସ୍ତ ଯାଆନ୍ତି ନାହିଁ। ଏହି ସ୍ଥାନ ପର୍ଯ୍ୟଟକମାନଙ୍କୁ ବି ବେଶ୍‌ ଆକର୍ଷିତ କରିଥାଏ। ସ୍ୱିଡେନ୍‌: ମେ’ ପ୍ରଥମରୁ ଅଗଷ୍ଟ…