ଟ୍ୟାନିଂ ଯୋଗୁ ମୁହଁ ବିକୃତ ଦେଖାଯାଉଛି କି? ଲୁଣ ଓ କ୍ଷୀରରୁ ପାଆନ୍ତୁ ଛୁଟକାରା
ଏବେ ଖରାଦିନ ଚାଲିଛି। ଏହିଦିିନେ ଟ୍ୟାନିଂ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ହୋଇଥାଏ। ଟାଣ ଖରା ନା କେବଳ ଶରୀରରେ ପାଣିର ସ୍ତରକୁ କମ୍ କରି ଦେଇଥାଏ, ବରଂ ଟ୍ୟାନିଂ ସମସ୍ୟାକୁ ବି ସାମ୍ନା କରାଇଥାଏ। ଆଜି ଆମେ ଆପଣଙ୍କୁ ଟ୍ୟାନିଂ ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବୁ।…