Browsing Tag

suna besa

ଆଜି ମହାପ୍ରଭୁଙ୍କ ସୁନାବେଶ, ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜୀଉ । ରଥରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୪ଟାରେ ସୁନାବେଶ ଲାଗି ଆରମ୍ଭ ହେବ । ପରମ୍ପରା ଅନୁସାରେ…

ସୁନାବେଶ ପରେ ଆଜି ରଥ ଉପରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ସରିଲା ସୁନାବେଶ। ଆଜି ରଥ ଉପରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି। ସନ୍ଧ୍ୟାରେ ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି ନୀତି ସମ୍ପନ୍ନ କରାଯିବ। ଏହି ନୀତିରେ ଶ୍ରୀଜିଉଙ୍କର ଅଧର ସ୍ପର୍ଶ କରୁଥିବା ଅଧର ହାଣ୍ଡିରେ ପଣା ଭୋଗ କରି ହାଣ୍ଡି ଭାଙ୍ଗିବାର ପରମ୍ପରା ରହିଛି। ବିଶ୍ୱାସ ରହିଛି,…

ସୁନାବେଶରେ ଝଟକୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି : ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଦର୍ଶନ ଦେଉଛନ୍ତି ମହାବାହୁ

ପୁରୀ : ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି । ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛନ୍ତି ଶ୍ରୀଜିଉ । ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ଆଭୂଷଣରେ ବିଭୂଷିତ ହୋଇଛନ୍ତି । ହରିଶୟନ ଏକାଦଶୀରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ । ମଧ୍ୟାହ୍ନ ଧୂପ ପରେ ଏହି ବେଶ ଆରମ୍ଭ…