ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଅପରାହ୍ନ ୨ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ
ପୁରୀ(କେନ୍ୟୁଜ୍): ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ରାତି ୨ଟା ୫୦ ମିନିଟ୍ରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ୫ଟା ୪୦ରେ ସରିଥିଲା ଭୋଗମଣ୍ଡପ। ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଦର୍ଶନ।…