କୁମ୍ଭୀରର କ୍ଲୋଜ୍ ସଟ ନେବାକୁ ଉଡ଼ୁଥିଲା ଡ୍ରୋନ୍, କିନ୍ତୁ ତାକୁ ଚୋବାଇ ଖାଇଗଲା ଘଡ଼ିଆଳ; ଦେଖନ୍ତୁ ଭିଡିଓ
କୁମ୍ଭୀର ଖାଇଗଲା ଡ୍ରୋନ୍। ଆକାଶରେ ଉଡ଼ୁଥିବା ଏକ ଡ୍ରୋନ୍କୁ ଘଡ଼ିଆଳ କୁମ୍ଭୀର ଚୋବାଇ ଖାଇଦେଇଛି। କୁମ୍ଭୀରଟି ଡ୍ରୋନ୍କୁ ଖାଇବା ପରେ ତା’ ପାଟିରୁ ଧୂଆଁ ବାହାରୁଥିବା ଦେଖାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ଭାଇରାଲ ହେବାର ଆଉ ଏକ କାରଣ…