Browsing Tag

sundargarh news

୫୦୦ ଟଙ୍କିଆ ତ କିଏ ୧୦୦ ପୁଣି କିଏ ୨୦୦ ଆଉ କିଏ କିଏ ୧୦ ଟଙ୍କିଆ ୨୦ ଟଙ୍କିଆ, ଉଡିଲା ପୁଳା ପୁଳା ଟଙ୍କା

ସୁନ୍ଦରଗଡ (କେନ୍ୟୁଜ) : କିଏ ୫୦୦ ଟଙ୍କିଆ ତ ଆଉ କିଏ ୧୦୦, ପୁଣି କିଏ ୨୦୦ ଆଉ କିଏ କିଏ ୧୦ ଟଙ୍କିଆ ୨୦ ଟଙ୍କିଆ ଉଡାଉଥାନ୍ତି। ପୁଳା ପୁଳା ଟଙ୍କା ଖାଲି ଉଡୁଥାଏ । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଭାଇରାଲ ହେଉଛି । ଆପଣ ଭାବୁଛନ୍ତି କି ଅନ୍ୟ କେଉଁଠି ଏ ଘଟଣା ବୋଲି । ନା ଆଜ୍ଞା ଏଭଳି…

ଘରକୁ ଆସି ହାତ ଦେଖି କହୁଛନ୍ତି କି ଭବିଷ୍ୟତ, ତାହେଲେ ଦେଖନ୍ତୁ କଣ ହେଲା ବାବାଙ୍କ ଅବସ୍ଥା

ସୁନ୍ଦରଗଡ (କେନ୍ୟୁଜ) : କଣ ଆପଣଙ୍କ ଘରକୁ ବି ବାବା ବେଶ ଧାରୀ ବ୍ୟକ୍ତି ଆସୁଛନ୍ତି କି…କଣ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ କିପରି ହେବ କହୁଛନ୍ତି କି…ଘରକୁ ଆସି ହାତ ଦେଖି ଭବିଷ୍ୟତ ଏମିତି ହେବ ସେମିତି ହେବ କହୁଛନ୍ତି କି… ତାହେଲେ ଆପଣ ଦେଖନ୍ତୁ ଏ ଭିଡିଓ । କାହିଁକିନା ଏ ଘଟଣାକୁ ସମସ୍ତେ…

ରାଧେଶ୍ୟାମଙ୍କ ପାଇଁ ଗୋଡ଼ ପାଲଟିଛି ବୋଝ, ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

ସୁନ୍ଦରଗଡ(କେନ୍ୟୁଜ) : ସୁନ୍ଦରଗଡ ଜିଲ୍ଲା କୁଲଟା ଗାଁର ରାଧେଶ୍ୟାମ ନାୟକ। ବାପା, ମାଆ, ସ୍ତ୍ରୀ ଗୋଟିଏ ଛୋଟ ପୁଅ ହେଉଛି ତାଙ୍କର ପରିବାର । ଦିନେ ମୂଲ ଲାଗିବାକୁ ଯାଇଥିବା ବେଳେ ଗୋଡରେ ଲୁହା ବାଜିଗଲା। କିନ୍ତୁ ଆଘାତକୁ ଗୁରୁତ୍ୱ ନଦେଇ ତାକୁ ସାଧାରଣ ଚିକିତ୍ସା କଲେ ଆଉ ନିଜ କାମରେ ଲାଗି…

ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ ନିକଟରେ ଟ୍ରକ୍ ପଛରେ ପିଟିଲା ଟ୍ରକ୍, ୨ ମୃତ

ସୁନ୍ଦରଗଡ(କେନ୍ଯୁଜ୍): ଟ୍ରକ୍ ପଛରେ ପିଟିହେଲା ଟ୍ରକ୍ । ଦୁର୍ଘଟଣାରେ ୨ ମୃତ। ସୁନ୍ଦରଗଡ଼ ରାଣୀବଗିଚା ବାଇପାସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ପିଡିଏସ୍‌ ଚାଉଳ ବୋଝେଇ କରି ରାଉରକେଲା ଯାଉଥିବା ଏକ ଟ୍ରକର ଚକ ଫାଟି ଯାଇଥିଲା। ଫଳରେ ପଛରେ ଥିବା ଟ୍ରକ ଆଗ ଟ୍ରକକୁ ଧକ୍କା…

ଜୀବନ ତ ଅଛି କିନ୍ତୁ ଶରୀର ଲାଗୁଥିଲା ସମ୍ପୂର୍ଣ୍ଣ ନିର୍ଜୀବ, ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲେ ମାଆ ପୁଅ

ସୁନ୍ଦରଗଡ (କେନ୍ୟୁଜ) : ଜୀବନ କା ପାଇଁ ଖେଳ ତ କା ପାଇଁ କାଳ। ଆଉ କେହି କେହି ଜୀବନକୁ ଜିଇବାର ରାହା ଖୋଜୁ ଖୋଜୁ ହୋଇଯାନ୍ତି ବାଟବଣା । ସବୁ ସମୟର ଖେଳ। କୁହାଯାଏ ନା, ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ । ଆଉ ଆମେ ଏ କଥା କାହିଁକି କହୁଚୁ, ଏ ଭିଡ଼ିଓ ଦେଖିଲେ ଆପଣ ନିଶ୍ଚୟ…

ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ , ଦୁଇ କିଲୋମିଟର ଖଟିଆରେ ବୁହାହେଲେ ରୋଗୀ

ସୁନ୍ଦରଗଡ଼: ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଶେଷରେ ଖଟିଆରେ ବୁହାହେଲେ ରୋଗୀ । ଖଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ରୋଗୀକୁ ଆଣି ମାନବିକତାର ପରିଚୟ ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ଏ ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ କୁମଡ଼ାଫାଲ ଗାଁର ।…

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟା! ବନ୍ଧପାଲି ପାଖ ଇବ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ବୀଭତ୍ସ ହତ୍ୟା। ନଦୀପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ପାଖ ଇବ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ତଳସରା ଅଞ୍ଚଳର ଦୁର୍ଗା ମାଝୀ। ସେ ସଦର ଥାନା ଖତବଡେଗା ମଝାପଡା ଅଞ୍ଚଳରେ ରହି ଦିନ…

ସୁନ୍ଦରଗଡ଼ ବଡ଼ଗାଁ ପୋଷ୍ଟ ଅଫିସ ନିକଟରେ ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ, ଗୁରୁତର ଅବସ୍ଥାରେ ରାଉରକେଲା IGHରେ ଭର୍ତ୍ତି

ସୁନ୍ଦରଗଡ଼ : ସୁନା ବ୍ୟବସାୟୀଙ୍କୁ ଗୁଳି। ସୁନ୍ଦରଗଡ଼ ବଡ଼ଗାଁ ପୋଷ୍ଟ ଅଫିସ ନିକଟରେ ସୁନା ଦୋକାନୀ ରୋହିତ ବର୍ମାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାଡ। ଗୁରୁତର ଅବସ୍ଥାରେ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଛି। ପୋଷ୍ଟ ଅଫିସ ନିକଟରେ ଥିବା ମଙ୍ଗଳା…

ବୀଭତ୍ସ ହତ୍ୟାକାଣ୍ଡ: ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର

ଝାରସୁଗୁଡା: ବୀଭତ୍ସ ହତ୍ୟାକାଣ୍ଡ । ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର । ସୁନ୍ଦରଗଡ ସୀମାନ୍ତ ଗ୍ରୀଣ୍ଡୋଲା ନିକଟରେ ଯୁବକଙ୍କ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କୁ ହତ୍ୟା ପରେ ତାଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିବା ଅନୁମାନ କରୁଛି ପୋଲିସ…

ସ୍ୱଚ୍ଛ ସୁନ୍ଦରଗଡ଼ ପାଇଁ ପଦକ୍ଷେପ: ୧୯୦ଟି ଅତ୍ୟାଧୁନିକ ମେସିନ୍ ଓ ଗାଡ଼ି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସ୍ୱଚ୍ଛ ସୁନ୍ଦରଗଡ଼ ପାଇଁ ପଦକ୍ଷେପ । ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର ପୌରପାଳିକା, କୋଇଡ଼ା ଏବଂ କୁତ୍ରା ବ୍ଲକରେ ପରିମଳ ସେବା ପାଇଁ ନିୟୋଜୋତ ୧୯୦ଟି ଅତ୍ୟାଧୁନିକ ମେସିନ ଓ ଗାଡ଼ିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହି ନୂତନ ଯାନ ମଧ୍ୟରେ ରହିଛି ପ୍ରତି ଘରୁ…

ଦଶମ ଶ୍ରେଣୀର ଛାତ୍ରୀ ଜନ୍ମ ଦେଲେ କନ୍ୟା ସନ୍ତାନ, ଏବେ ତାକୁ ପାଳିବା ପାଇଁ ପରଘରେ ଲାଗୁଛନ୍ତି ମୂଲ

ଦଶମ ଶ୍ରେଣୀର ଛାତ୍ରୀ । ଦୁନିଆକୁ ଭଲଭାବରେ ଚିହ୍ନିନି କିନ୍ତୁ ହାତରେ ଅଛି ୬ ମାସର ଛୁଆ । ନିଜେ ଦୁନିଆ କଣ ଜାଣିବା ପୂର୍ବରୁ ଶିଶୁ କନ୍ୟାର ମାଆ ପାଲଟିଯାଇଛି ଏହି ନାବାଳିକା ।  ଏମିତି ଏକ ସମ୍ବେଦନଶୀଳ ଖବର ଆସିଛି ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକରୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ…

କାହାର ପୁଷ ମାସ ତ କାହାର ସର୍ବନାଶ: ଓଲଟିଲା କୁକୁଡା ବୋଝେଇ ଗାଡି, ବ୍ୟାଗ୍-ବସ୍ତା ଯିଏ ଯେମିତି ପାରିଲା ବୋହିନେଲା

ସୁନ୍ଦରଗଡ଼: ଓଲଟିଲା କୁକୁଡା ବୋଝେଇ ଗାଡି। ଘରକୁ ନେବା ପାଇଁ ଠେଲାପେଲା। ବ୍ୟାଗ, ବସ୍ତା ଯିଏ ଯେମିତି ପାରିଲା ପୂରାଇ ଘରକୁ ବୋହିନେଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭେଡାବାହଲ କୁଲକୁଲା ଜଙ୍ଗଲ ନିକଟରେ ଏକ କୁକୁଡା ବୋଝେଇ ଗାଡି ଓଲଟି ପଡିଥିଲା। ଗାଡି ଓଲଟି ପଡିବା ପରେ କୁକୁଡା ନେବା…