Browsing Tag

sundargarh

ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା, ଗାଁ ନିକଟରୁ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ (କେନ୍ୟୁଜ): ଯୁବକଙ୍କ ଗଳା କାଟି ହତ୍ୟା । ଗାଁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଧରୁଆଡିହି ଥାନା କୁଲଟା ପଞ୍ଚାୟତ ଲମଟି ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲମଟି ଗାଁର ଦେବାନନ୍ଦ ସୁନ୍ୟାନି । ଏକ ଦାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟି ହତ୍ୟା…

ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, କରୁଛନ୍ତି ଅନେକ ଅସୁବିଧାର ସାମ୍ନା

ଖଣି ଖାଦାନଭରା ସୁନ୍ଦରଗଡ଼ ଜିଲ୍ଲା ଏଠି ଜିଲ୍ଲା ଖଣିଜ ପାଣ୍ଠି ସହ ଓମ୍ବାଡସ ଅନୁଦାନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି, ମାତ୍ର ଏଠି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଏଠାକାର ଅନେକ ହିତାଧିକାରୀ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ…

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି, ଦୁଇ ଦିନ ଧରି ସୁନ୍ଦରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର (କେନ୍ୟୁଜ): ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । ଆଜି ପହଞ୍ଚିବେ ରାହୁଲ ଗାନ୍ଧି । ଦୁଇ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ ଗାନ୍ଧି । ଓଡ଼ିଶା-ଝାଡ଼ଖଣ୍ଡ ସୀମା ବାଁଶଜୋର ଦେଇ ସୁନଦ୍ରଗଡ଼ ଜିଲ୍ଲା…

ଆସିଲାନି ମହାପ୍ରୟାଣ ଗାଡ଼ି, ଶବକୁ ଟେକି ଟେକି ଘରକୁ ଆଣିଲେ ପରିବାର ଲୋକେ

ପୁଣି ଶବକୁ ଅସମ୍ମାନ । ମିଳିଲାନି ମହାପ୍ରୟାଣ ଗାଡ଼ି । ବୋହି ବୋହି ନେଲେ ପରିବାର ଲୋକେ । ଆମେ ଜାଣିଛେ ଶବକୁ ନେବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ଯୋଗାଇ ଦିଆଯାଇଛି । ହେଲେ କିଛି ଲୋକେ ସେ ସମସ୍ତ ସୁବିଧାରୁ ଆଜି ବି ବଞ୍ଚିତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଗଛରୁ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼ (କେନ୍ୟୁଜ୍‌): ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଝୁଲନ୍ତା ମୃତଦେହ ଉଦ୍ଧାର ପରେ ହତ୍ୟା ସନ୍ଦେହ ବଢିଛି । ବଡ଼ଗାଁ ପୋଲିସ ଜଣଙ୍କୁ…

ହାତୀ ପାଇଁ ରାସ୍ତାରୋକ, ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି

ସୁନ୍ଦରଗଡ଼ (କେନ୍ୟୁଜ)  :  ସୁନ୍ଦରଗଡ଼ ଜିଲ୍ଲା ଜକେଇକଳା ଗାଁରେ ହାତୀଙ୍କୁ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ଆଜି ଭୋରରେ ଖାଦ୍ୟ ଅନ୍ୱେଷଣରେ ଦୁଇ ଦନ୍ତାହାତୀ ଆସି ଅସାଢୁ କିସାନଙ୍କ ଝିଅ ଘରେ ଶୋଇଥିବା ବେଳେ ଦୁଇଟି ଦନ୍ତା ଘର ଭାଙ୍ଗିଥିଲେ । ଚିତ୍କାର କରିବାରୁ…

ଓଡିଶା ପରିଦର୍ଶନ କରିବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ସହାୟତାର ହାତ ବଢାଇଲେ ସୁନ୍ଦରଗଡ଼ର ଏହି ଅଗ୍ରଣୀ ଅନୁଷ୍ଠାନ

ଆସିସାରିଛି ନୂଆବର୍ଷ, ସମସ୍ତେ ପିକନିକ ଆଉ ବୁଲାବୁଲିରେ ବ୍ୟସ୍ତ । କିଏ ସାଙ୍ଗସାଥୀ ସହିତ ତ ଆଉ କିଏ ପରିବାର ସହିତ ଏହି ବଣଭୋଜି ଋତୁର ମଜା ନେଉଛନ୍ତି । ହେଲେ ଏହି ସବୁ ମଜାମଜଲିସରୁ ସବୁବେଳେ ବହୁଦୂରରେ ରହିଯାଆନ୍ତି ନିଜ ପରିବାରଠୁ ଦୂରରେ ହଷ୍ଟେଲରେ ରହି ପାଠପଢୁଥିବା ଦିବ୍ୟାଙ୍ଗ…

ସୁନ୍ଦରଗଡରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ପାଇଁ ଚେତାବନୀ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡରେ ମାଓ ପୋଷ୍ଟର । ଗୋ ଚାଲାଣ ବନ୍ଦ ପାଇଁ ଲାଗିଲା ପୋଷ୍ଟର । ସୁନ୍ଦରଗଡ ଘୋରୋଇ ବସଷ୍ଟାଣ୍ଡରେ ଲାଗିଛି ପୋଷ୍ଟର। ଗତକାଲି ରାତି ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଉଛି। ଛତିଶଗଡ ,ଝାରଖଣ୍ଡ ସମେତ ସୁନ୍ଦରଗଡ଼ରେ ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ପାଉଥିବା…

କାର୍-ବାଇକ୍ ମୁହାଁମୁହିଁ ଧକ୍କା : ୨ ମୃତ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବରହାଖାଇ ନିକଟରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୁଲବା ଗାଁର ରିକାଶ ନାଏକ ଓ ତେଲେନଡ଼ିହି ଗାଁର ବୀରେନ୍ଦ୍ର ମହାନନ୍ଦିଆ । ଦୁଇ ସାଙ୍ଗ ଉଜ୍ଜ୍ୱଳପୁର…

ସାଇକେଲକୁ ପିଟିଦେଲା କାର, ୨ ମୃତ

ସୁନ୍ଦରଗଡ଼ (କେନ୍ୟୁଜ): ସାଇକେଲକୁ ପିଟିଦେଲା କାର, ୨ ମୃତ। ସୁନ୍ଦରଗଡ଼ ବଡ଼ଗାଁ ଥାନା ଝାରମୁଣ୍ଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ଜରଙ୍ଗଲୋଇ ବସ୍ତିର କ୍ଷୀରୋଦ ପୃଷେଠ ଏବଂ ସମ୍ବାରୁ ସାହୁ । ଦୁର୍ଘଟଣା ଘଟାଇ କାର୍ ଡ୍ରାଇଭର ଫେରାର ହୋଇଯାଉଥିବାବେଳେ ଜଗତଗଡ଼ ନିକଟରେ ଗୋଡାଇ…

୬ ଅସହାୟ ଭାଇ ଭଉଣୀଙ୍କ ଭାଗ୍ୟ ବଦଳାଇଦେଲା କିସ୍ ଫାଉଣ୍ଡେସନ୍‍, ନେଲା ଭରଣ ପୋଷଣର ଦାୟିତ୍ୱ

ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ଲହୁ୍ଣୀପଡା ବ୍ଳକ ଟାଙ୍କଯୋଡା ଗାଁର ବାପାମାଆ ଛେଉଣ୍ଡ ୬ ଭାଇ ଭଉଣୀଙ୍କୁ କିସ୍ ଫାଉଣ୍ଡେସନ୍ ହେଲା ସାହା । ଗତ ୨୧ତାରିଖରେ ଟାଙ୍କଯୋଡା ଗାଁର ଦଶରଥ ମୁଣ୍ଡାଙ୍କ ଏକ ଟ୍ରକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିବା ବେଳେ ୨ବର୍ଷ ତଳେ ତାଙ୍କ ସ୍ତ୍ରୀ ସଞ୍ଜୁଙ୍କ…

ସୁନ୍ଦରଗଡ଼ରେ ଗରିବଙ୍କ ଭାଗ୍ୟ ବଦଳାଇଛି ପରିବା ଚାଷ, ସରକାର ଦେଉଛନ୍ତି ସହାୟତା

ପରିବା ଚାଷ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ । ରାଜ୍ୟ ହେଉ କି ରାଜ୍ୟ ବାହାରୁ ହେଉ ଏଭଳି ଉଦାହରଣ ଆମେ ଅନେକ ଦେଖିଛନ୍ତି । ଟାଙ୍ଗର ଭୂଇଁରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ପରିବାରୁ ରୋଜଗାର ଅନେକଙ୍କର ଦୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ…