Browsing Tag

sundergarh

ହେଲମେଟ ଚେକିଂ ବେଳେ ଯୁବକକୁ  ପିଟିଲା ପୋଲିସ, ଗୁରୁତର ଅବସ୍ଥାରେ ଯୁବକ ରାଉରକେଲା ସ୍ଥାନାନ୍ତର

ବଣାଇ(କେନ୍ୟୁଜ୍): ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାର କେନ୍ଦ୍ରିକଳା ନିକଟରେ ହେଲେମେଟ ଚେକିଂ ବେଳେ ଅଘଟଣ। ହେଲମେଟ ଚେକିଂ ବେଳେ ଦରେଇକଳାରୁ ବଣାଇକୁ ଆସୁଥିବା ଜଣେ ବ୍ୟକ୍ତି ପୋଲିସକୁ ଦେଖି ଗାଡ଼ି ବୁଲାଦେଇଥିଲେ। ଏତିକି ବେଳେ ଜଣେ ପୋଲିସ କର୍ମଚାରୀ ଠେଙ୍ଗାରେ ମୁଣ୍ଡକୁ ପାହାର ମାରିବାରୁ…

ପରକୀୟା ପ୍ରେମ ପାଇଁ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା, ଏବେ ଥାନାରେ ଅଟକ ସ୍ଵାମୀ ଓ ପ୍ରେମିକା

ସୁନ୍ଦରଗଡ (କେନ୍ୟୁଜ): ପ୍ରେମ ପାଇଁ ହତ୍ୟାକାରୀ ସାଜିଲା ସ୍ଵାମୀ । ପରକ୍ରିୟା ପ୍ରେମ ପାଇଁ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରି ଏକ ବିଲରେ ଫୋପାଡିଦେବା ୪ ଦିନ ପରେ ମୃତ ଦେହ ଉଦ୍ଧାର ହେବା ସମସ୍ତ ଘଟଣା ସାମ୍ନାକୁ ଆସିଛି। କିଂଜିରକେଲା ଥାନା ବି.କରୁଅ।ବାହାଲ ଗ୍ରାମରେ ଘଟିଛି ଏଭଳି…

ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀଙ୍କ ମଣିଷ ପଣିଆକୁ ସଲାମ୍, ଖରାପ ରାସ୍ତା ଯୋଗୁଁ ଗର୍ଭବତୀଙ୍କୁ ଖଟିଆରେ ବୋହିଲେ

ସୁନ୍ଦରଗଡ଼(କେନ୍ୟୁଜ୍): ଅନେକ ସମୟରେ ରାସ୍ତା ଦୁରାସ୍ଥା ପାଇଁ ଅନେକ ଗାଁ କୁ ଆମ୍ବୁଲାନ୍ସ ଯାଇପାରିନଥାଏ।  ରୋଗୀକୁ ବୋହି ଆଣିବା ବେଳେ ଅନେକ ସମୟରେ ବାଟରେ ରୋଗୀର ମୃତ୍ୟୁ ହୋଇଥାଏ ତ ଆଉ କେତେବେଳେ କିଛି ବାଟ ପରେ ଆମ୍ବୁଲାନ୍ସ ମିଳିଥାଏ।  ଏହି ଭଳି ଏକ ଦୃଶ୍ଯ ଦେଖିବାକୁ ମିଳିଛି ହେମଗିର…

ଚାକିରି ଦେବା ବାହାନାରେ ଝିଅ ଚାଲାଣ ଅଭିଯୋଗ: ଜଣେ ମହିଳା ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼(କେନ୍ୟୁଜ୍): ଚାକିରି ଦେବା ବାହାନାରେ ଝିଅ ଚାଲାଣ ଅଭିଯୋଗରେ ଜଣେ ମହିଳା ସମେତ ୩ ଗିରଫ। ଏପ୍ରିଲ ପ୍ରଥମ ସପ୍ତାହରେ ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ରୋଜଗାରର ଲୋଭ ଦେଖାଇ ଦଲାଲମାନେ ବିକି ଦେଇଥିବା ଅଭିଯୋଗ ହୋଇଥିଲା। ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କ ପାଖରେ…

ବାଇକରେ ଆସି କାର ଉପରକୁ ଅତର୍କିତ ଗୁଳିଚଳାଇଲେ ଦୁର୍ବୃତ୍ତ, ଜଣେ ମୃତ 

ସୁନ୍ଦରଗଡ଼(କେନ୍ୟୁଜ୍):  ଟାଉନ ଥାନା ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ। ଏହି ଗୁଳିମାଡରେ ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ସ୍ଥାନୀୟ ମହନ୍ତିଆପଡାର ମୁରାରି ତନ୍ତି। ମୁରାରି ତନ୍ତୀଙ୍କ ଉପରକୁ ୨ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର ହୋଇଛି। ମୁରାରୀଙ୍କୁ ଗୁରୁତର ଅବସ୍ଥାରେ…

ସୁନ୍ଦରଗଡ଼: ହଷ୍ଟେଲ ଛାତରୁ ପଡ଼ି ଦଶମଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼(କେନ୍ୟୁଜ୍): ଆଜି ପବିତ୍ର ଉତ୍କଳ ଦିବସରେ ପବିତ୍ର ଶିକ୍ଷାନୁଷ୍ଠାନ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ।  ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଅସଦବ୍ୟବହାର କରୁଥିବାରଣଉ ଛାତ୍ରୀ ଜଣକ ଏଭଳି କରିଛନ୍ତି ବୋଲି ଅଭିଯାଗ ଆସିଛି । ଯାହାର ତଦନ୍ତ କରୁଛି ପୋଲିସ।…

ସୁନ୍ଦରଗଡ଼: ବାପାକୁ ହତ୍ୟା କରିଥିଲା ପୁଅ, ମା’ର ସାକ୍ଷୀରେ ପୁଅକୁ ହେଲା ଆଜୀବନ ଜେଲ୍‌

କେନ୍ୟୁଜ୍(ବ୍ୟୁରୋ): ସୁନ୍ଦରଗଡ଼ କୋର୍ଟରେ ବାପା,ମା ଓ ପୁଅଙ୍କ ସମ୍ପର୍କିତ ଏକ ମାମଲା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଏକ ସାମାନ୍ୟ ଘଟଣାରେ ବାପାଙ୍କୁ ହତ୍ୟା କରିଥିଲା ପୁଅ ଓ କୋର୍ଟକୁ ଆସି ନିଜ ଜନ୍ମ କଲା ପୁଅ ବିରୋଧରେ ସାକ୍ଷ୍ୟ ଦେଲେ ମା’ । ଏହି ସାକ୍ଷ୍ୟକୁ ଭିତ୍ତି କରି ପୁଅକୁ…

୬୯ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ, ପୁରୁଷ ବର୍ଗରେ କଟକ ଦଳ ଓ ମହିଳା ବର୍ଗରେ…

ସୁନ୍ଦରଗଡ (କେନ୍ଯୁଜ): ରାଜ୍ଯ କବାଡି ସଂଘ, ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ଯରେ ସୁନ୍ଦରଗଡରେ ଚାଲିଥିବା ୬୯ ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି।  ସୁନ୍ଦରଗଡ ମାଦ୍ରିକାଲୋ ପଡିଆରେ ଏହି ଚମ୍ପିଆନସିପ ୩ ଦିନ ଧରି…

ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ

ସୁନ୍ଦରଗଡ(କେନ୍ଯୁଜ୍): ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ । ୨୦୨୨-୨୩ରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି। ୧୦୦ ଏମବିବିଏସ୍‌ ସିଟ୍‌ ସହ ୫୦୦ ଶଯ୍ୟାର ମେଡିକାଲ କଲେଜ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ୨୭୧ ଷ୍ଟାଫଙ୍କୁ ନିଯୁକ୍ତି…

ସୁନ୍ଦରଗଡ: ଘର ଭିତରୁ ଏସ.ଡି.ଭି.ଓ.ଙ୍କ ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

ସୁନ୍ଦରଗଡ(କେନ୍ୟୁଜ୍): ଘର ଭିତରୁ ଏସ.ଡି.ଭି.ଓ.ଙ୍କ ମୃତ ଦେହ ଉଦ୍ଧାର। ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ  ବିଦ୍ୟୁତ  ବିହାରର ଏକ ଭଡା ଘରେ ଏକାକି  ରହୁଥିଲେ ଏସ.ଡି.ଭି.ଓ ସଂଜୟ ଛତର ।  ସଞ୍ଜୟଙ୍କ ପରିବାର ଲୋକେ କେନ୍ଦୁଝରରେ ରହୁଥିଲେ। କିନ୍ତୁ ଗତ ତିନି ଦିନ ହେବ ସଞ୍ଜୟ ଫୋନ ନଉଠାଇବାରୁ…

ସୁନ୍ଦରଗଡ଼ : ବାର୍‌ହା ଫାଶରେ ଫସି ଯୁବକର ମୃତ୍ୟୁ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ବିଷାକ୍ତ ମଣିଷର ପଶୁ ପ୍ରକୃତି !  ବାରହା ଶିକାର କରିବାକୁ ବିଛାଇଥିବା ଜାଲରେ ଫସିଗଲେ ଜଣେ ନୀରିହ ଯୁବକ। ଏହି  ବାରହା ଜାଲରେ ଫସି ଜଣେ ଯୁବକର ମୃତ୍ୟୁ ହୋଇଛି । ହେମଗିର ଥାନା ମୁଣ୍ଡେରଖେତ ଗ୍ରାମରେ ଏହି ଅଘଟଣ ଘଟିଛି । ମୃତ ଯୁବକଙ୍କ ନାଁ ଲକ୍ଷ୍ମୀ ପ୍ରଧାନ…