Browsing Tag

Suniel Shetty

ବିବାହ ବନ୍ଧନରେ ବାନ୍ଧି ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ; ବାପା ସୁନିଲ ସେଟ୍ଟୀ କଲେ କନ୍‌ଫର୍ମ

ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ ଦୀର୍ଘ ଦିନରୁ ରିଲେସନଶିପ୍‌ରେ ଅଛନ୍ତି। ଏମାନେ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି। ଅଭିନେତ୍ରୀ ଆଥିୟା ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ହୋଇଥିବା…

ମହେଶ ବାବୁଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ, କହିଲେ: ବାପା ସବୁବେଳେ ବାପା…

ସୁନୀଲ ସେଟ୍ଟୀ ବଲିଉଡର ଜଣେ ଜଣାଶୁଣା ଅଭିନେତା ଏବଂ ସେ ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି। ନିକଟରେ ତାଙ୍କୁ ସାଉଥ ବନାମ ବଲିଉଡ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଜବାବ ଦେଇ ଅଭିନେତା କହିଛନ୍ତି ଯେ ବାପା ସର୍ବଦା ବାପା ହୋଇଥାଏ । ନିକଟରେ ହେବାକୁ ଥିବା ଫିଲ୍ମ "ମେଜର" ର ଟ୍ରେଲର…

‘ଗୁଟ୍‌କା କିଙ୍ଗ୍‌’ ଟ୍ୟାଗ୍‌ କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଜବାବ ଦେଲେ ସୁନୀଲ ସେଟ୍ଟି, କହିଲେ : ‘ଭାଇ ତୁ…

'ପାନ ମସାଲା’ ବ୍ରାଣ୍ଡ୍‌କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି। ଗତ କିଛି ମାସ ପୂର୍ବେ ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ତମାଖୁ ବ୍ରାଣ୍ଡର ପ୍ରମୋସନ ହେତୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା, ଏହା ପରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କ ନିକଟରେ କ୍ଷମା…

ଓଟିଟି ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ସୁନୀଲ ସେଟ୍ଟୀ, ‘ଇନ୍‌ଭିଜିବଲ ଓମ୍ୟାନ୍‌’ରେ ଆସିବେ ନଜର

ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ସୁନୀଲ ସେଟ୍ଟୀ। ଫିଲ୍ମ ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିଛନ୍ତି ନବେ ଦଶକର ଏହି ଆକ୍ସନ୍‌ ହିରୋ। ୱେବ୍ ସିରିଜ୍‌ ‘ଇନ୍‌ଭିଜିବଲ ଓମ୍ୟାନ୍‌’ ଜରିଆରେ ନିଜ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ। ୟୁଡଲୀ…

କେବିସିରେ ଜ୍ୟାକି ଶ୍ରଫ ଓ ସୁନୀଲ ଶେଟ୍ଟୀ ଜିତିଲେ ୨୫ଲକ୍ଷ, ଏହି ଟଙ୍କାରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ

କୌନ ବନେଗା କରୋଡ଼ପତି କ୍ରମାଗତ ଭାବରେ ଦର୍ଶକଙ୍କ ହୃଦୟ ଜିତି ଚାଲିଛି। ପ୍ରଶ୍ନର ଉତ୍ତର ଦେବା ସହିତ ଶୋ’ରେ ଦେଖିବାକୁ ଅନେକ ସମୟରେ ବହୁତ ମଜା ଏବଂ ଥଟ୍ଟା ହୋଇଥାଏ । ଅମିତାଭ ବଚ୍ଚନଙ୍କ ସ୍ଥିତି ଦେଖି ସମସ୍ତେ ତାଙ୍କୁ ଭଲ ପାଆନ୍ତି। ବଲିଉଡର ମେଗାଷ୍ଟାରମାନେ ମଧ୍ୟ ଶୋ’ରେ ସବୁକିଛି ମଜାଳିଆ…

ପ୍ରଥମ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ୩୦ଟି ଫିଲ୍ମ ସାଇନ୍‌ କରି ସାରିଥିଲେ ସୁନୀଲ୍‌ ସେଟ୍ଟୀ, ଜାଣନ୍ତୁ ମଜାଦାର କଥା

୯୦ ଦଶକର ସୁପରହିଟ୍‌ ନାୟକ ସୁନୀଲ୍‌ ସେଟ୍ଟୀ । ସେ ସମୟରେ ନିଜ ଫିଜିକ୍‌ ପାଇଁ ବେଶ୍‌ ଲୋପ୍ରିୟ ଥିଲେ ଆନ୍ନା । ବଲିଡଉରେ ନିଜର ଡେବ୍ୟୁ ପୂର୍ବରୁ ବଡି ତିଆରି କରିବା ପାଇଁ ଅନେକ ପରିଶ୍ରମ କରିଥିଲେ । ଯାହାର ଲାଭ ତାଙ୍କୁ ବକ୍ସ ଅଫିସରେ ମିଳିଥିଲା । କର୍ଣ୍ଣାଟକରେ ଜନ୍ମିତ ସୁନୀଲ୍‌ ସେଟ୍ଟୀ…