ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ଫୁଟବଲ ଟିମ୍ ଅଧିନାୟକ ସୁନୀଲ ଛେତ୍ରୀ, ଜୁନ୍ ୬ରେ ଖେଳିବେ ଶେଷ ମ୍ୟାଚ
ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଫୁଟବଲ ଖେଳରୁ ସନ୍ନ୍ୟାସ ନେବା ଘୋଷଣା କରିଛନ୍ତି । ଜୁନ ୬ରେ କୋଲକତାର ସଲ୍ଟ ଲେକ ଷ୍ଟାଡିୟମରେ କୁଏତ ବିପକ୍ଷରେ ସେ ତାଙ୍କର ଅନ୍ତିମ ଅର୍ନ୍ତଜାତୀୟ ମ୍ୟାଚ ଖେଳିବେ । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଛେତ୍ରୀ ଏ ବାବଦରେ ଏକ ପୋଷ୍ଟ…