ରାମାୟଣ ଟେଲିକାଷ୍ଟକୁ ୩୪ ବର୍ଷ ପୂରଣ ଅବସରରେ ଲକ୍ଷ୍ମଣଙ୍କୁ ମିଳିଲା ଖାସ୍ ଉପହାର, ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ
ଦୂରଦର୍ଶନର ଐତିହାସିକ ଧାରାବାହିକ ରାମାୟଣକୁ ଆଜି ୩୪ ବର୍ଷ ପୂରଣ ହୋଇଛି। ଏ ଅବସରରେ ସିରିୟଲର ପ୍ରଯୋଜକ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ଏକ ଖାସ୍ ଉପହାର ଦେଇଛନ୍ତି। ସୁନୀଲ ଲହରୀ ନିଜ ଟ୍ଵିଟର ଆକାଉଣ୍ଟରେ ଏନେଇ ସୂଚନା ଦେବା ଅବସରରେ ଏକ ଫଟୋ ସେୟାର କରିଛନ୍ତି।…