ସୁନିତା ୱିଲିୟମ୍ସଙ୍କ ଦରମା କେତେ? ସାତ ମାସ ଧରି ମହାକାଶରେ ଫସିଛନ୍ତି
ସୁନିତା ୱିଲିୟମ୍ସ ଆମେରିକାର ନୌସେନାର କାପ୍ଟେନ ଭାବରେ ଅବସର ନେଇଥିଲେ । ଭାରତର ସବୁଠାରୁ ବରିଷ୍ଠ ଅନ୍ତରୀକ୍ଷ ଯାତ୍ରୀ ହେଉଛନ୍ତି ସୁନିତା । ଯିଏକି ନାସାର ସବୁଠାରୁ ବରିଷ୍ଠ ମହାକାଶଚାରୀ ଅଟନ୍ତି । ସେ ବର୍ତମାନ ପର୍ଯନ୍ତ ୩୨୦ ଦିନରୁ ଅଧିକ ସମୟ ଅନ୍ତରୀକ୍ଷରେ କଟାଇଛନ୍ତି । ୨୦୨୪ ମସିହାରେ…