ସାମ୍ନାକୁ ଆସିଲା ବର୍ଡ଼ର୍-2 ରିଲିଜ୍ ଡେଟ୍, ନୂଆ ଅବତାରରେ ନଜର ଆସିବେ ସନ୍ନି ଦେଓଲ
ସନ୍ନି ଦେଓଲ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ନିକଟରେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର 'ବର୍ଡର-2' ର ସୁଟିଂ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୩ରେ ରିଲିଜ୍ ହେବ । ନିର୍ଦ୍ଦେଶକ ଅନୁରାଗ ସିଂଙ୍କ ଫିଲ୍ମ 'ବର୍ଡର…