Browsing Tag

Sunrisers Hyderabad

IPL: ହାଇଦ୍ରାବାଦର ଦମଦାର ବିଜୟ, ପଞ୍ଜାବକୁ ଶେଷ ଓଭରରେ କଲା ପରାସ୍ତ

ଶେଷ ଓଭରରେ ରୋମାଞ୍ଚ । ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ହୋଇଥିଲା ଘମାଘୋଟ ଲଢ଼େଇ । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ…

ଆଇପିଏଲର ରୋମାଞ୍ଚକର ମ୍ୟାଚ, ହାଇଦ୍ରାବାଦକୁ ୪ ରନରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ

(କେନ୍ୟୁଜ): ଆଇପିଏଲରେ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ । ନାଟକୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନରେ ହରାଇଛି କୋଲକାତା ନାଇଟ୍ ରାଇଡର୍ସ । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସନ୍ ରାଇଜର୍ସ ହାଇଦ୍ରାବାଦ ଏକଦା ପରାଜୟ ଦ୍ବାର ଦେଶରେ ଥିଲା। ହେଲେ ହେନରିଜ୍ କ୍ଲାସେନ୍ ଛକା ବର୍ଷା…

ଆଇପିଏଲ୍‌ ୨୦୨୪ : ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ ପାଟ କମିନ୍ସ

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ରହିଛି । ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଟିମରେ ବଡ ପରିବର୍ତ୍ତନ କରିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ନୂଆ ଅଧିନାୟକ ହୋଇଛନ୍ତି ପାଟ କମିନ୍ସ । ୨୦୨୩ରେ ଦାୟିତ୍ୱ ସମ୍ଭାଳିଥିବା ଏଡନ ମାର୍କରମଙ୍କୁ ଦାୟିତ୍ୱରୁ ମୁକ୍ତି ମିଳିଛି ।…

IPL 2024 : ଆଇପିଏଲ ଇତିହାସରେ ଦାମୀ ଖେଳାଳି ପାଟ କମିନ୍ସ, ୨୦.୫୦ କୋଟିରେ କିଣିଲା ହାଇଦ୍ରାବାଦ

ଆଇପିଏଲ ନିଲାମୀରେ ରେକର୍ଡ । ଆଇପିଏଲ ଇତିହାସରେ ଦାମୀ ଖେଳାଳି ହେଲେ ପାଟ କମିନ୍ସ । ପାଟ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ । ବାଙ୍ଗାଲୋର ସହିତ ଟକ୍କର ହେବା ପରେ ହାଇଦ୍ରାବାଦ କିଣିଥିଲା । ଶ୍ରୀଲଙ୍କା ଲେଗ ସ୍ପିନର ହସରଙ୍ଗାଙ୍କୁ ୧.୫୦ କୋଟିରେ କିଣିଛି…

ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ ଝଟକା, ଆଇପିଏଲରୁ ବାଦ୍‌ ପଡିଲେ ଓ୍ଵାଶିଂଟନ ସୁନ୍ଦର

ଆଇପିଏଲ୍‌ ୨୦୨୩ ରେ ଟିମ୍‌ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ ଝଟକା । ଦଳରୁ ବାଦ୍‌ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର । ଆଇପିଏଲ୍‌ର ବାକି ମ୍ୟାଚରେ ଆଉ ଖେଳିବେନି ସୁନ୍ଦର । ମାଂସପେଶୀ ଜନିତ ଆଘାତ ଯୋଗୁଁ ବାକିଥିବା ମ୍ୟାଚରୁ ବାଦ୍‌ ପଡିଛନ୍ତି ଓ୍ଵାଶିଂଟନ ସୁନ୍ଦର ।…

ଆଇପିଏଲ୍‌ ମିନି ଅକ୍ସନ: ଇଂଲଣ୍ଡର ଯୁବ ଷ୍ଟାର ହ୍ୟାରି ବ୍ରୁକ୍‌ଙ୍କ ଉପରେ ଟଙ୍କା ବର୍ଷା କରିଦେଲା ସନରାଇଜର୍ସ…

ଆଇପିଏଲର ଆଗାମୀ ସିଜନ ପାଇଁ ମିନି ଅକ୍ସନ ଶୁକ୍ରବାର ୨୩ ଡିସେମ୍ବରରେ କୋଚିରେ ଆରମ୍ଭ ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍‌ଙ୍କ ଉପରେ ଟଙ୍କା ବର୍ଷା କରିଛି। ହାଇଦ୍ରାବାଦ ହ୍ୟାରି ବ୍ରୁକ୍‌ଙ୍କୁ ୧୩.୨୫ କୋଟି ଟଙ୍କାରେ…

ବ୍ରାଏନ ଲାରାଙ୍କୁ ମିଳିଲା ସନରାଇଜର୍ସ ହାଇଦ୍ରାବାଦ ଟିମର ହେଡ୍‌ କୋଚ୍‌ ଦାୟିତ୍ୱ, ବିଦା ହେଲେ ଟମ୍‌ ମୁଡି

ଆଇପିଏଲ୍‌ର ଆଗାମୀ ସିଜନ ଖୁବଶୀଘ୍ର ଆରମ୍ଭ ହେବ। ଚଳିତବର୍ଷ ଆଇପିଏଲ୍‌ରେ ୧୦ଟି ଟିମ୍‌ ଖେଳିଥିଲେ। ଆଗାମୀ ସିଜିନ ଆରମ୍ଭ ହେବା ପୂର୍ବରୁ ବଡ ପଦକ୍ଷେପ ନେଇଛି ସନରାଇଜର୍ସ ହାଇଦ୍ରାବାଦ। ଇଣ୍ଡିଆନ ପ୍ରିମିଅର ଲିଗ (IPL) ର ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦରେ ବଡ ପରିବର୍ତ୍ତନ ହୋଇଛି। ଟିମର…

ଆଇପିଏଲରୁ ଟିମ୍ ବିଦା ହେଲା ପରେ ବି ଖୁସି ଅଛନ୍ତି କେନ ଓ୍ଵିଲିୟମସନ, କାହିଁକି ଟିକେ ପଢନ୍ତୁ

ଆଇପିଏଲ ୨୦୨୨ ମ୍ୟାଚରୁ ବାଦ୍‌ ପଡିଲାଣି ଟିମ୍‌ ସନରାଇଜର୍ସ ହାଇଦ୍ରାବାଦ। କିନ୍ତୁ ଟିମର ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ ଓ୍ଵିଲିୟମସନଙ୍କ ପାଇଁ ଆସିଛି ଖୁସି ଖବର। କେନ ଓ୍ଵିଲିୟମସନ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। କେନଙ୍କ ପତ୍ନୀ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।…

ପୂର୍ବ ମ୍ୟାଚର ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ ଗୁଜରାଟ ଟାଇଟନ୍ସ, ହାଇଦ୍ରବାଦ ମଧ୍ୟ ପ୍ରସ୍ତୁତ

ଆଜି IPLର ୪୦ତମ ଲିଗ୍ ମୁକାବିଲାରେ ପରସ୍ପରକୁ ଟକ୍କର ଦେବେ ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚକୁ ନେଇ ଫ୍ୟାନ୍ସ ବେଶି ଉତ୍ସାହିତ ରହିଛନ୍ତି। ପୂର୍ବରୁ ହାଇଦ୍ରାବାଦ ପାଖରୁ ପରାଜିତ ହୋଇସାରିଥିବା ଟାଇଟନ୍ସ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ମୁମ୍ବାଇର…

ରାଜସ୍ଥାନ ରୟାଲସର ଦମଦାର ବିଜୟ, ୬୧ ରନରେ ସନରାଜର୍ସ ହ୍ରାଇଦ୍ରବାଦକୁ କଲା ପରାସ୍ତ

ରାଜସ୍ଥାନ ରୟାଲସର ଦମଦାର ବିଜୟ । ୬୧ ରନରେ ସନରାଜର୍ସ ହ୍ରାଇଦ୍ରବାଦକୁ ପରାସ୍ତ କଲା ରାଜସ୍ଥାନ ରୟାଲସ । ଏଥିସହ ସଞ୍ଜୁ ସାମସନଙ୍କ ଦଳ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି । ରାଜସ୍ଥାନ ରୟାଲସ୍‌ ଟପ୍‌ ଫାଇଭ ବ୍ୟାଟର ଜୋସ୍‌ ବଟଲର, ଜଶସ୍ୱୀ ଜୟଶ୍ୱାଲ ସଙ୍ଜୁ ସାମସନ, ଦେବଦତ୍ତ ପାଡିକଲ,…

ଗାଁରେ ଷ୍ଟାଡିଅମ ନିର୍ମାଣ କଲେ ଭାରତୀୟ କ୍ରିକେଟର ଟି ନଟରାଜନ, ଏବେ ବିନା ଦ୍ୱିଧାରେ ଖେଳିପାରିବେ ଗାଁ ପିଲା

ଭାରତରେ କ୍ରିକେଟକୁ ବହୁତ ଅଧିକ ଲୋକପ୍ରିୟ ଖେଳ ଭାବେ ଗ୍ରହଣ କରାଯାଏ। ଭାରତୀୟ କ୍ରିକେଟ ଫ୍ୟାନ୍ସ କ୍ରିକେଟର୍ସଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି। ଗାଙ୍ଗୁଲି ହୁଅନ୍ତୁ ଅବା ଧୋନୀ, ବିରାଟ ହୁଅନ୍ତୁ କି ରୋହିତ ସମସ୍ତଙ୍କ ବିଷୟରେ ଜାଣିବା ପାଇଁ କ୍ରିକେଟ ଫ୍ୟାନ୍ସ ପାଗଳ…

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩୦ କୋଟି ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ

କରୋନାରେ ସମସ୍ତେ ନିଜ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ପକ୍ଷରୁ ସହଯୋଗର ହାତ ବଢ଼ାଇଛି । କରୋନା ପାଇଁ ୩୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇପିଏଲର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ୱିଟର ଆକାଉଣ୍ଟରେ…