Browsing Tag

sunstroke

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ…

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ଅସ୍ୱାଭାବିକ ମୃତ୍ୟୁ ହିଟୱେଭ କାରଣରୁ ନା ଆଉ କିଛି ସେନେଇ ସ୍ଥାନୀୟ ପ୍ରଶାସନ…

ମୃତ୍ୟୁ ପରେ ଚକ୍ଷୁଦାନ କରି ମହାନ୍ ହୋଇଗଲେ ରିଙ୍କୁ

ସୁନ୍ଦରଗଡ଼(କେନ୍ୟୁଜ): ଜୀବନ ଯୁଦ୍ଧରେ ବହୁ ଦୁଃଖ କଷ୍ଟ ଆସେ କିନ୍ତୁ ସେସବୁକୁ ମନରୁ ପାଶୋରି ନୂଆ ଆଶାର ଆଲୋକ ନେଇ ବଞ୍ଚିବାକୁ ପଡ଼େ । ଯିଏ ସବୁ କଷ୍ଟକୁ ଭୁଲି ସଂଘର୍ଷ କରିପାରେ ସେ ହିଁ ପ୍ରକୃତରେ ଜୀବନର ମୂଲ୍ୟ ବୁଝିପାରେ । ଠିକ୍ ଏମିତି ଥିଲେ ରିଙ୍କୁ । ବାପା ମା' ବହୁ କଷ୍ଟ କରି ବଡ…

ରେକର୍ଡ ଭାଙ୍ଗୁଛି ତାତି: ପ୍ରବଳ ଉତ୍ତାପ ଯୋଗୁଁ ୨୨୭ ଜଣଙ୍କ ମୃତ୍ୟୁ

ଏପଟେ ଆମ ଦେଶ ଭାରତ ଉପରେ ନଜର ପକାଇଲେ ଦେଖିବାକୁ ମିଳିଛି ସାଙ୍ଘାତିକ ସ୍ଥିତି । ପଞ୍ଜାବର ଫରିଦକୋଟ ଏବଂ ରାଜସ୍ଥାନର ଶ୍ରୀଗଙ୍ଗାନଗର ଦେଶର ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୪୮.୩ ଡିଗ୍ରୀ ରହିଥିଲା । ୟୁପିର ବୁଲନ୍ଦସହରରେ ତାପମାତ୍ରା ୪୮ ଡିଗ୍ରୀ ରହିଥିଲା ।…

ସୁନ୍ଦରଗଡ଼ରେ ୧୬ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ଆଶଙ୍କା

ରାଉରକେଲା (କେନ୍ୟୁଜ):  ଘାତକ ହେଉଛି ଗ୍ରୀଷ୍ମ ଲହରୀ ।  ଅଂଶୁଘାତ ଜୀବନ ନେଉଥିବା ଅଭିଯୋଗ ।  ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ।  ତେବେ ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ମୃତ୍ୟୁର ପ୍ରକୃତ କାରଣ କଣ ।  ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କ…

ଉପକୂଳରୁ ପଶ୍ଚିମ ଯାଏଁ ତାତିରୁ ତ୍ରାହି ନାହିଁ, ରାଜ୍ୟରେ ଅଂଶୁଘାତରେ ୮ ଅସୁସ୍ଥ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ତାତିବ ଓଡିଶା । ଉପକୂଳରୁ ପଶ୍ଚିମ, ଯାଏଁ ତାତିରୁ ତ୍ରାହି ମିଳିବନି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା…