Browsing Tag

supari killer

କମିଶନରେଟ ପୋଲିସ୍ ହାତରେ ୩ କୁଖ୍ୟାତ ସୁପାରୀ କିଲର, ୨ଟି ବନ୍ଧୁକ ଜବତ

ଭୁବନେଶ୍ୱର(କେନ୍ୟୁଜ୍‌): କମିଶନରେଟ ପୋଲିସ ହାତରେ ୩ କୁଖ୍ୟାତ ସୁପାରୀ କିଲର। କେନ୍ଦ୍ରାପଡ଼ାର ୩ ଅଭିଯୁକ୍ତଙ୍କୁ ଧରିଲା ଜଟଣୀ ପୋଲିସ୍। ଅଭିଯୁକ୍ତଙ୍କ ପାଖରୁ ୨ ଟି ବନ୍ଧୁକ ଜବତ ହୋଇଥିବା ସୂଚନା । ୩ ଅଭିଯୁକ୍ତ ନାଁରେ କମିଶନରେଟ ପୋଲିସର ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି । ତେବେ…

ଇଞ୍ଜିନିୟର ସ୍ବାମୀଙ୍କୁ ଛାଡି ଡ୍ରାଇଭର ପ୍ରେମରେ ବାୟା ସ୍ତ୍ରୀ, ନିଜ ମଥାରୁ ସିନ୍ଦୁର ପୋଛିବାକୁ କରିଥିଲେ ୮୦ ହଜାର…

ଭୁବନେଶ୍ୱର (କେନ୍ୟୁଜ୍): ଡ୍ରାଇଭର ପାଇଁ ସ୍ୱାମୀକୁ ହତ୍ୟା ଉଦ୍ୟମ । ସ୍ୱାମୀକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ସ୍ତ୍ରୀ । ୮୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ହେଲେ ସବୁ ଷଡଯନ୍ତ୍ର ପଣ୍ଡ ହୋଇଗଲା । ମାଷ୍ଟରମାଇଣ୍ଡ ଡ୍ରାଇଭର ପୋଲିସ ହାତରେ ଧରାପଡିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ…

ସୁପାରୀ କିଲର ସମ୍ପଦ ସାହୁର ସହଯୋଗୀ ପ୍ରଶାନ୍ତ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରୁ ଗିରଫ ସୁପାରୀ କିଲର ସମ୍ପଦ ସାହୁ ସହଯୋଗୀକୁ ବାନ୍ଧିଛି ପୋଲିସ। କଟକ ଟାଙ୍ଗୀରୁ ପ୍ରଶାନ୍ତ କୁମାର ଦାସକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ରିମାଣ୍ଡରେ ଆସିବା ପରେ ପ୍ରଶାନ୍ତ ସଂପର୍କରେ ନୟାପଲ୍ଲୀ ପୋଲିସକୁ ସୂଚନା ଦେଇଥିଲା ସମ୍ପଦ। ଗତ ୨୮ ତାରିଖ…

ରାଜଧାନୀରୁ ସୁପାରୀ କିଲର ଗିରଫ, ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ନେଇଥିଲା ସୁପାରୀ

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରୁ ଧରାପଡିଲା ସୁପାରି କିଲର । ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ୨ଟି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ନେଇଥିଲା ସୁପାରୀ। ଅଭିଯୁକ୍ତ ଜଣକ ନୟାପଲ୍ଲୀ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବାଇକ୍‌ରେ…

ମୁନିଗୁଡା ବ୍ଲକ୍ ଅଫିସ ଡ୍ରାଇଭର ହତ୍ୟା ଘଟଣା, ୨ ସୁପାରୀ କିଲର ଗିରଫ

ମୋହନା: ବହୁଚର୍ଚ୍ଚିତ ରାୟଗଡା ଜ଼ିଲ୍ଲା ମୁନିଗୁଡା ବ୍ଲକ ଅଫିସ ଡ୍ରାଇଭର ଯୁବରାଜ ଚଣ୍ଡୀ ହତ୍ୟା ଘଟଣାରେ ଅଡବା ପୋଲିସ ୨ଜଣ ସୁପାରୀ କିଲରଙ୍କୁ ଗିରଫ କରିଛି l ଏହି ହତ୍ୟାକାଣ୍ଡ ଭିଆଇବା ପାଇଁ ସେମାନେ ୩୦ ହଜାର ଟଙ୍କା ନେଇଥିଲେ l ଗିରଫ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା ହିଂଜ଼ୀଳି ଥାନା ଖରିଡା…

ତାଳଚେରରେ ୫ ଜଣ ଆନ୍ତଃଜିଲ୍ଲା ସୁପାରୀ କିଲର ଗିରଫ

ତାଳଚେର: ସଦର ଥାନା ପୋଲିସ ୫ ଜଣ ଆନ୍ତଃଜିଲ୍ଲା ସୁପାରୀ କିଲରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ, ମାଉଜର ସମେତ ଅନେକ ମାରଣାସ୍ତ୍ର। କୋଇଲା ଖଣିରେ ନିୟୋଜିତ ବଡ଼ ବଡ଼ ଗାଡିରୁ ଡିଜେଲ ଚୋରିକୁ ନେଇ ଦୁଇଟି ଗ୍ୟାଙ୍ଗ ମଧ୍ୟରେ ବିବାଦ ଲାଗି ରହିଥିଲା। ସେଥିରୁ ଗୋଟିଏ…