Browsing Tag

SUPER MOON

ଆଜି ରାତିରେ ଦେଖନ୍ତୁ ଜହ୍ନକୁ, ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯିବ

ଆଜି ରାଖୀ ପୂର୍ଣ୍ଣିମାରେ ମହାକାଶରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ । ଆକାଶରେ ଚନ୍ଦ୍ରର ଆଲୋକ ୩୦ ପ୍ରତିଶତ ଅଧିକ ରହିବ ଏବଂ ଚନ୍ଦ୍ର ନିଜେ ୧୪ ପ୍ରତିଶତ ବଡ଼ ଦେଖାଯିବ । ଏହାର ଅର୍ଥ, ଆକାଶରେ କେବଳ ଚନ୍ଦ୍ର ନୁହେଁ, ବରଂ ଆଜି ଉଭା ହେବ ସୁପରମୁନ୍ । ଏହାକୁ ବ୍ଲୁ ସୁପରମୁନ୍ ଏବଂ…

ମେ ୨୬ ତାରିଖରେ ଦେଖାଯିବ ଚଳିତ ବର୍ଷର ସୁପରମୁନ୍‌, ରକ୍ତ ବର୍ଣ୍ଣ ବା ଲାଲ୍‌ ରଙ୍ଗ ଧାରଣ କରିବ ଚନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ): ମେ ୨୬ ତାରିଖରେ ଦେଖାଯିବ ଚଳିତ ବର୍ଷର ସୁପରମୁନ୍‌। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିବାବେଳେ ଏହା ଆମଠାରୁ ପ୍ରାୟ ୩.୫ ଲକ୍ଷ କିଲୋମିଟର ଦୂରରେ ରହିଥାଏ। ଏବଂ ସବୁଠାରୁ ଦୂରରେ ରହିଥିବାବେଳେ ଏହା…

ଆଜି ଆକାଶରେ ଦୃଶ୍ୟ ହେବ ଚଳିତ ବର୍ଷର ଶେଷ ସୁପର ମୁନ୍‌, ସବୁଠୁ ବଡ଼ ଓ ସବୁଠୁ ଉଜ୍ଜ୍ୱଳ

ବେଙ୍ଗାଲୁର : ସବୁଠାରୁ ସୁନ୍ଦର ଜହ୍ନ ଦେଖିବାକୁ ଚାହୁଁଛନ୍ତି କି ତେବେ ଆଜି ରାତି ପ୍ରାୟ ସାଢ଼େ ୩ଟା ବେଳେ ଉଠି ପଡ଼ନ୍ତୁ । ବାହାରକୁ ଆସି ଆକାଶକୁ ଚାହାନ୍ତୁ । କାରଣ ଆଜି ରାତି ହୋଇଯିବ ଅଧିକ ଉଜ୍ଜ୍ୱଳମୟ । କାରଣ ଆଜି ଆକାଶରେ ଦେଖିବାକୁ ମିଳିବ ୨୦୧୯ର ଶେଷ ସୁପର ମୁନ୍‌ । ଏହି ସୁପର ମୁନ୍‌…