ଶବ୍ଦଠାରୁ ଦ୍ୱିଗୁଣ ସ୍ପିଡ୍ରେ ଉଡ଼ିବ ଏହି ବିମାନ, ପ୍ରଥମେ ବ୍ୟବହାର କରିବେ ଆମେରିକାର ରାଷ୍ଟ୍ରପତି
କାଲିଫର୍ଣ୍ଣିଆର ‘ଏକ୍ସଜୋସୋସିକ୍’ ନାମକ ଷ୍ଟାର୍ଟ ଅପ୍ କମ୍ପାନୀ, ଆମେରିକାର ଏୟାରଫୋର୍ସ ସହ ମିଶି ଏକ ସୁପରସୋନିକ ପ୍ଲେନ୍ ନିର୍ମାଣ କରିବାକୁ ଯାଉଛି। ଏହାକୁ ଆମେରିକା ଏୟାରଫୋର୍ସରେ ସାମିଲ କରାଯିବ। ଏହି ଷ୍ଟାର୍ଟ ଅପ୍ କମ୍ପାନୀ ନିଜ ଲୋ-ବୁମ୍ ସୁପରସୋନିକ ଜେଟ୍ ସାହାଯ୍ୟରେ ଆମେରିକାର…