ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କୃତି ସାନନ୍, ନିଜେ କଲେ ଖୁଲାସା
ଅଭିନେତ୍ରୀ କୃତି ସାନନ୍ ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମିମିର ସଫଳତା ପରେ କୃତି ନିଜ ଆଗାମୀ ବିଗ୍ ବଜେଟ୍ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ରେ କୃତିଙ୍କ ସହ ଲିଡ୍ ରୋଲ୍ରେ ସାଉଥ୍ ସୁପରଷ୍ଟାର ପ୍ରଭାସ…