Browsing Tag

superstar rajanikant

ଲାଲ୍‌ ସଲାମର ଟ୍ରେଲର ଆଉଟ୍‌: ଜବରଦସ୍ତ ଆକ୍ସନ ସିନରେ ନଜର ଆସିଲେ ରଜନୀକାନ୍ତ, ଫିଲ୍ମରେ କେମିଓ କରିବେ କପିଳ ଦେବ

ରଜକୀକାନ୍ତ, ବିକ୍ରାନ୍ତ ଏବଂ ବିଷ୍ଣୁ ବିଶାଲଙ୍କ ଅପକମିଂ ଫିଲ୍ମ ‘ଲାଲ ସଲାମ’ ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା । ଫିଲ୍ମକୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନ ଦେଇଛନ୍ତି । ଫିଲ୍ମ ଏକ ସ୍ପୋର୍ଟ ଡ୍ରାମା ଫିଲ୍ମ । ଏଥିରେ…

ଜେଲର ଫିଲ୍ମ ରିଲିଜ ଦିନ ଛୁଟି ହେବ ଅଫିସ, କର୍ମଚାରୀଙ୍କୁ ମିଳିବ ମାଗଣା ଟିକେଟ

ଜେଲର ଫିଲ୍ମ ରିଲିଜରେ ଛୁଟି ହେବ ସମସ୍ତ ଅଫିସ । ଏହି ଫିଲ୍ମକୁ ପ୍ରଥମ ଦିନରେ ଦେଖିବା ପାଇଁ କର୍ମଚାରୀଙ୍କୁ ମିଳିବ ସ୍ପେସାଲ ଛୁଟି । ଛୁଟି ସହ ମିଳିବ ମାଗଣା ଟିକେଟ । ଏଭଳି କିଛି ଘୋଷଣା ସାମ୍ନାକୁ ଆସିଛି । ଛୁଟିକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଦକ୍ଷିଣ ଭାରତୀୟ…

ଛାତିରେ ଟାଟୁ କରି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ହରଭଜନ ସିଂହ, ଲେଖିଲେ ସ୍ପେଶାଲ ମେସେଜ୍

ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କର ଆଜି ଜନ୍ମ ଦିନ। ଏ ଅବସରରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଅଭିନେତାଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଥଲାଇବାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବ କ୍ରିକେଟର ହରଭଜନ ସିଂହ ମଧ୍ୟ ଅଭିନନ୍ଦନ ଜଣାଇବାରେ ଆଦୌ ପଛରେ…

ନୂଆ ଘର ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ କଲେ ସାଉଥ୍‌ ସୁପରଷ୍ଟାର ଧନୁଷ!

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କୁ କିଏ ବା ନ ଜାଣେ। ତାଙ୍କ ଲୋକପ୍ରିୟତା କାହିଁରେ କେତେ। ଟଙ୍କା ପଇସା ମାମଲାରେ ବି ସେ ଖୁବ୍‌ ଧନୀ। ସାଉଥ୍‌ ଇଣ୍ଡଷ୍ଟ୍ରୀର ସବୁଠୁ ଧନୀ ସେଲିବ୍ରିଟିଙ୍କ ମଧ୍ୟରେ ସେ ଜଣେ। ତାଙ୍କ ଲାଇଫ୍‌ଷ୍ଟାଇଲ୍‌ ବି ବେଶ୍‌ ରୟାଲ। ସୁପରଷ୍ଟାର ରଜନୀକାନ୍ତଙ୍କ ଜ୍ୱାଇଁ…

ହସପିଟାଲରେ ଆଡମିଟ୍ ହେଲେ ରଜନୀକାନ୍ତ, ଫିଲ୍ମ ସୁଟିଂ ବେଳେ ହଠାତ୍ ହୋଇଗଲେ ଅସୁସ୍ଥ

ସୁପରଷ୍ଟାର ରଜନୀକାନ୍ତ ହାଇଦ୍ରାବାଦର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଫିଲ୍ମ Annathe ର ସୁଟିଂ ସମୟରେ ବ୍ଲଡ ପ୍ରେସର କମ୍ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଫିଲ୍ମର ସୁଟିଂ ଗତ କିଛିଦିନ ତଳେ ବନ୍ଦ କରାଯାଇଥିଲା। ସୁଟିଂ ସେଟର ୪ ଜଣ ମେମ୍ବରକୁ କରୋନା ପଜିଟିଭି ଚିହ୍ନଟ ପରେ…

ଆଉ ରାଜନୀତିରେ ପାଦ ଦେବେ କି ନାହିଁ ? ବହୁତ ଜଲଦି ଘୋଷଣା କରିବେ ରଜନୀକାନ୍ତ

ଗତକାଲି କିଡନୀ ପ୍ରତିରୋପଣ ଏବଂ କରୋନାଭାଇରସ୍ରୁ ସୁସ୍ଥ ହେବା ପରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ରାଜନୀତିରେ ପ୍ରବେଶ ନକରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହି ବିଷୟରେ ରଜନୀକାନ୍ତ କହିଛନ୍ତି, ମୋ ସଂଗଠନ 'ମଂଦରମ'ର ଅଧିକାରୀଙ୍କ ସହ ପରାମର୍ଶ କରି ମୁଁ ରାଜନୀତିରେ ପ୍ରବେଶ…

ରଜନୀକାନ୍ତ ଭରିଲେ ୬.୫୬ ଲକ୍ଷ ଟଙ୍କାର ବିବାହ ମଣ୍ଡପ କର, ହାଇକୋର୍ଟରୁ ପ୍ରତ୍ୟାହାର କଲେ ମାମଲା

ଗ୍ରେଟର ଚେନ୍ନାଇ କର୍ପୋରେସନର ନୋଟିସ୍ ବିରୋଧରେ ମାଡ୍ରାସ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କରିଥିବା ସୁପରଷ୍ଟାର୍ ରଜନୀକାନ୍ତ ଆଜି ତାଙ୍କ ମାମଲା ପ୍ରତ୍ୟାହାର କରି ନେଇଛନ୍ତି। ରଜନୀଙ୍କ ମାଲିକାନାରେ ଥିବା ରାଘବେନ୍ଦ୍ର ବିବାହ ମଣ୍ଡପର କର ବାବଦକୁ ୬.୫୬ ଲକ୍ଷ ଟଙ୍କା ଦେବା ପାଇଁ…

କରୋନା ସହାୟତା : ‘ଦକ୍ଷିଣ ଭାରତ ଫିଲ୍ମ କର୍ମଚାରୀ ସଂଘ’କୁ ୫୦ ଲକ୍ଷ ଟଙ୍କା ଦାନ କଲେ ସୁପରଷ୍ଟାର…

କରୋନା ସତର୍କତା ନେଇ ଦେଶ ବ୍ୟାପୀ କଡା ସତର୍କତା ମୂଳକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଉଭୟ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟର ରାଜ୍ୟ ସରକାର । ଏନେଇ ଦେଶର ଅଧିକାଂଶ ରାଜ୍ୟରେ ଲକ ଡାଉନ ଜାରି କରାଯାଇଛି । କେତେକ ଜରୁରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ଅନ୍ୟାନ ସମସ୍ତ ଦୋକାନ ବଜାରକୁ ବନ୍ଦ…