Browsing Tag

superstition

ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଏବେ ବି ମଣିଷ, ଶେଷକୃତ୍ୟ ନକରି ଗର୍ଭବତୀଙ୍କ ସହ କଲେ ଏମିତି..

ମହାକାଳପଡ଼ା: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । କଲେନାହିଁ ମୃତ ଗର୍ଭବତୀଙ୍କ ଶେଷକୃତ୍ୟ । ପୁରୁଣା କାଳର କୁସଂସ୍କାରର ହେଲେ ବଶବର୍ତ୍ତୀ । ମୃତଦେହ ଚିରି ପେଟରୁ କାଢ଼ିଲେ ପିଲା । ଆଉ ମୃତଦେହକୁ ସେମିତି ରଖି ଦେଲେ । ଏମିତି ଘଟଣା ଶୁଣିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ ନିଶ୍ଚୟ । କାରଣ…

ଅନ୍ଧବିଶ୍ୱାସ ପାଇଁ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ, ଏବେ ଧରା ପଡି ଯାଇଛନ୍ତି ଜେଲ

ଅନ୍ଧବିଶ୍ୱାସ ଉପରେ ଭରସା କରି କିଛି ଲୋକ ଅପରାଧ କରିବାକୁ ପଛାଉ ନାହାନ୍ତି । ଅନ୍ଧବିଶ୍ୱାସର ମାନସିକତା ନେଇ ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏବେ ଧରା ପଡି ଜେଲ ଯାଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ…

ଅନ୍ଧ ବିଶ୍ବାସର ବିକଳ ଚିତ୍ର, ମୃତଦେହକୁ ଦୁଇ ଦିନ ରଖି କରାଯାଉଥିଲା ଝଡ଼ାଫୁଙ୍କା

ଅନ୍ଧ ବିଶ୍ବାସର ବିକଳ ଚିତ୍ର । ଏବେ ବି ଲୋକଙ୍କ ମନରୁ ଅନ୍ଧ ବିଶ୍ୱାସର ମୋହ ତୁଟିନି । ସାପ କାମୁଡ଼ାରେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବାବେଳେ ଡାକ୍ତରଖାନା ନେବା ପରିବର୍ତ୍ତେ ଝଡ଼ା ଫୁଙ୍କା କରାଯାଇଛି । ଅନ୍ଧବିଶ୍ୱାସକୁ ନେଇ ମୃତ୍ୟୁ ପରେ ମଧ୍ୟ ଦୁଇଦିନ ହେବ ମୃତ ଯୁବକଙ୍କୁ ଝଡ଼ାଫୁଙ୍କା…

ଅସୁସ୍ଥ ଝିଅ ସହ ଗୁଣିଆ କଣ ଏମିତି କଲା ଯେ ଏବେ ଖାଲି ଖାଲିରେ କଟିଯାଉଛି ଝିଅର ହାତ

ବଲାଙ୍ଗୀର : କଣ କରିଦେଲା ଗୁଣିଆ…ମୋ ଝିଅର କଣ କରିଦେଲା ଗୁଣିଆ । ଭଲ ହେବା ବଦଳରେ ଆହୁରି ଖରାପ କରିଦେଲା ସେ…ଏବେ ପରିସ୍ଥିତି ଏମିତି କରିଦେଲା ଯେ ଗୁଣିଆ ବିନା ଯେମିତି ମୋ ଝିଅ ମରିଯିବ । ହଁ ଆଜ୍ଞା, ଏ ହେଉଛି ଜଣେ ବାପାର ନିଜ ମନର କଷ୍ଟ । ନିଜ ଝିଅ ପାଇଁ ବ୍ୟାକୁଳତା । କାହିଁକିନା ବାପା…

ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ମହିଳାଙ୍କୁ ପିଟି ପିଟି ଜୀବନ ନେଇଗଲେ

ଅନ୍ଧ ବିଶ୍ୱାସ ମଣିଷକୁ କରୁଛି ଅନ୍ଧ । ଦିନକୁ ଦିନ ଏହି ଅନ୍ଧବିଶ୍ୱାସରେ ଅନେକ କାଣ୍ଡ ଘଟିବାରେ ଲାଗିଛି । ଆଉ ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଅନେକ କିଛି କାଣ୍ଡ କରି ବସୁଛନ୍ତି । କେତେବେଳେ କାହାର ଜୀବନ ନେଉଛନ୍ତି ତ ପୁଣି କେତେବେଳେ ସେହି ଲୋକକୁ ଲଣ୍ଡା କରି ଗଛରେ ବାନ୍ଧି…

ଅନ୍ଧବିଶ୍ବାସର ଅନ୍ଧଗଳି, ଚେଙ୍କ ନେଇ ବୃଦ୍ଧ ଗୁରୁତର

ମୋହନା (କେନ୍ୟୁଜ): ସୁସ୍ଥ ହେବା ପାଇଁ ଚେଙ୍କ ନେଇ ବୃଦ୍ଧ ଗୁରୁତର। ଗଜପତି ଜିଲ୍ଲା ମୋହନା ବ୍ଲକ ସିନ୍ଧବା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ବୃଦ୍ଧ ସୁସ୍ଥ ହେବାକୁ ଚେଙ୍କ ନେଇ ଗୁରୁତର ହୋଇଛନ୍ତି। ସୂଚନା…

ତାନ୍ତ୍ରିକ କଥାରେ ସ୍ତ୍ରୀ ସହ ଏମିତି କଲା ସ୍ୱାମୀ…ଶୁଣିଲେ ଆପଣ ରକ୍ତ ଗରମ ହୋଇଯିବ

ଅନ୍ଧବିଶ୍ୱାସର ଅତି ବିକଳ ଚିତ୍ର । ସ୍ତ୍ରୀକୁ ଖୋଲା ଜାଗାରେ ଉଲଗ୍ନ ହୋଇ ଗାଧୋଇବାକୁ ବାଧ୍ୟ କଲା ପାଗଳ ସ୍ୱାମୀ । ତାନ୍ତ୍ରିକ କଥାରେ ପଡ଼ି ସ୍ତ୍ରୀକୁ ଏପରି କରିବାକୁ ବାଧ୍ୟ କରିଛ ଏହି ଅବୁଝା ସ୍ୱାମୀ। ମହାରାଷ୍ଟ୍ର ପୁନେ ଅନ୍ତର୍ଗତ ରତ୍ନଗିରି ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି…

ଗୁଣିଗାରେଡ଼ିରୁ ଘର ଲୋକଙ୍କ ଦେହ ଖରାପ ହେଉଛି, ରାଗରେ ଆସି ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କଲା ନାବାଳକ

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ପଦା କସଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଗୁଣି ଗାରେଡି ସନ୍ଦେହରେ ଗ୍ରାମର ଜାନକୀ ମୁଣ୍ଡା (୬୦) ଙ୍କୁ ଲୁହା ଛଡ଼ରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।…

ଗଜପତି: ଗୁଣିଗାରେଡି ସନ୍ଦେହ ରେ ମା ଓ ପୁଅକୁ  ମାଡ଼, ଥାନାରେ ମାମଲା

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଦୁଇ ଜଣ ହେଲେ  ମା ରମ୍ଭା ନାୟକ ଏବଂ ପୁଅ କିଶୋର ଚନ୍ଦ୍ର ନାୟକ । ରମ୍ଭାଙ୍କ ଝିଅ ଶିବାନୀ ନାୟକଙ୍କ ମୋହନା ଥାନାରେ…

ଗଞ୍ଜାମ: ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା, ଗୁଣିଆ ସନ୍ଦେହରେ ଜଣକୁ ପିଟିପିଟି ମାରିଦେଲେ

କେନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ରାମେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା ।ଗୁଣିଆ ସନ୍ଦେହରେ ଜଣକୁ ପିଟିପିଟି ମାରିଦେଲେ । ମୃତକ ବ୍ରହ୍ମପୁର ଅଞ୍ଚଳର ଏନ୍‌. ଭେଙ୍କଟ ରମଣ। ଆକ୍ରମଣରେ ରାମେୟାପଲ୍ଲୀ ଗାଁର ପି. ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ…

ମୁଣ୍ଡର ଖସୁନି ଅନ୍ଧବିଶ୍ବାସର ଭୂତ, କେନ୍ଦୁଝରରୁ ଆସିଲା ପୁଣି ଏକ ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କଦମଡ଼ିହି ଗାଁରେ ଗାରେଡି ସନ୍ଦେହରେ ହତ୍ୟା କରି  ପୋତି ଦିଆ ଯାଇଥିଲା ମୃତ ଦେହ । ପୁଅର ଅଭିଯୋଗ ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୋତାଯାଇଥିବା ସ୍ଥାନରୁ ମାଟି ଖୋଳି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟଛେଦ ପାଇଁ କେନ୍ଦୁଝର…

ଅନ୍ଧବିଶ୍ୱାସ: ଗୋବରରେ ୧ ଘଣ୍ଟା କାଳ ପୋତି ମୃତ ଯୁବକଙ୍କୁ ବଞ୍ଚାଇବାକୁ ପ୍ରୟାସ! ବିଜୁଳି ଆଘାତରେ ହୋଇଥିଲା ମୃତ୍ୟୁ

ଛତିଶଗଡ଼ରୁ ଆସିଛି ଏକ ଅଦ୍ଭୁତ ଘଟଣା। ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଛନ୍ତି। ଘଟଣାରୁ ଜଣାପଡିଛି ଯେ ବିଜୁଳି ଆଘାତରେ ଯୁବକଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଗୋବରରେ ପୋତି ରଖିଥିଲେ ତାଙ୍କ ପରିବାର ଲୋକ। ଯେତେବେଳେ…