Browsing Tag

superstition and witch hunt

ଅନ୍ଧବିଶ୍ୱାସର ଅନ୍ଧଗଳିରେ କେନ୍ଦୁଝର ଜିଲ୍ଳା, ଗୁଣିଗାରେଡି ସନ୍ଦେହରେ ଦିନକୁ ଦିନ ବଢି ଚାଲୁଛି ହତ୍ୟାକାଣ୍ଡ

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉନି ମଣିଷ । କେତେବେଳେ ଡାହାଣୀ ସନ୍ଦେହରେ ତ କେତେବେଳେ ଗୁଣିଗାରେଡି ସନ୍ଦେହରେ ହେଉଛି ହତ୍ୟାକାଣ୍ଡ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହିତାହିତ ଜ୍ଞାନ ହଜାଉଛି ମଣିଷ । ରାଜ୍ୟର ଅନେକ ସ୍ଥାନରେ ଅନ୍ଧବିଶ୍ୱାସ ହତ୍ୟାକାଣ୍ଡ ଘଟୁଥିବାବେଳେ…