Browsing Tag

supply minister

କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

କଟକ :  "କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାତ୍ୟା,ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ହଇରାଣ କରନ୍ତୁ ନାହିଁ ବ୍ୟବସାୟୀ" । କଟକ ମାଲଗୋଦାମ ଓ ଛତ୍ର ବଜାର ଆସି ଯାଞ୍ଚ କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ…

ଖୁବ ଶୀଘ୍ର କମିବ ପିଆଜ ଦର, ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ପୁଣି କନ୍ଦାଇଲାଣି ପିଆଜ ଦର ।  ଅଧିକାଂଶ ସ୍ଥାନରେ ପିଆଜ କିଲୋ ପ୍ରତି ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି ।  କିଛି ଦିନ ପରେ ପୁଣି ହଠାତ ପିଆଜ ଦର ବଢିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ହଠାତ ଆଳୁ ପିଆଜ ଦର…

ସାଧାରଣ ଲୋକଙ୍କ ଅଭିଯୋଗ କ୍ରମେ ଅଚାନକ ପହଁଚି ତଦନ୍ତ କଲେ, ରାଜ୍ୟ ସରକାରଙ୍କ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ…

ଗୋପ: ରାଜ୍ୟ ସରକାରଙ୍କ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।  ସାଧାରଣ ଲୋକଙ୍କ ଅଭିଯୋଗ କ୍ରମେ ଅଚାନକ ଚଢ଼ାଉ କଲେ ।  ଗୋପ ବ୍ଲକ ସାରଡ଼ା ସ୍ଥିତ ଘରୋଇ ଦୁଗ୍ଧ କାରଖାନା Milk mantra ଉପରେ ଅଚାନକ ଚଢ଼ାଉ ।  ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାଧାରଣ ଲୋକଙ୍କ…

ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଧାନ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣ ଅଟୋମେଟେଡ୍ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

କେନ୍ୟୁଜ୍(କେନ୍ୟୁଜ୍):  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଧାନ ସଂଗ୍ରହ ପ୍ରକ୍ରିୟା ସଂପୂର୍ଣ୍ଣ ଅଟୋମେଟେଡ୍‌। ୨୦୧୯-୨୦ରେ ଖରିଫ ଧାନ ସଂଗ୍ରହ ସମୟରୁ ନୂଆ ପଦ୍ଧତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର।…

ଇଜିପ୍ଟରୁ ୧ଲକ୍ଷ ଟନ ପିଆଜ ଆସିଲେ ମଧ୍ୟ ଓଡିଶାର ଚାହିଦା ମେଣ୍ଟାଇପାରିବନି: ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

କେନ୍ୟୁଜ୍(ବ୍ୟୁରୋ): ବଜାରରେ ଏବେ ପିଆଜ ଦର ଆକାଶଛୁଆଁ । ପିଆଜ ଦର ବୃଦ୍ଧି ଏକ ଜାତୀୟ ସମସ୍ୟା । ଏହା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ନାସିକରେ ଯେଉଁଠି ୩ ଟନ୍‌ ପିଆଜ ଉତ୍ପାଦନ ହେଉଥିଲା ସେଠି ଏବେ…

ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା, ସାରା ଦେଶରେ ରହିଛି ସମାନ…

କେନ୍ୟୁଜ୍(ବ୍ୟୁରୋ):  ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା । ସାରା ଦେଶରେ ସମାନ ଅବସ୍ଥା ରହିଛି । କେବଳ ୩ଟି ରାଜ୍ୟରେ ପିଆଜ ଦର ଓଡ଼ିଶାଠାରୁ କମ୍‌ ରହିଛି । ଗତ ୨୩ ଓ ୨୫ରେ ଳଗାଣ ବର୍ଷା ଯୋଗୁ ଉତ୍ପାଦନ ବ୍ୟାହତ ହୋଇଛି । ବଜାରକୁ…

ଅପମିଶ୍ରଣର ଶିକାର ହେଲେ ଖୋଦ୍ ଖାଦ୍ୟଯୋଗାଣ ମନ୍ତ୍ରୀ ରାମ ବିଲାଶ ପାଶୱାନ ,  ଦେଲେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ

ବର୍ତ୍ତମାନ ସମୟର ଖାଦ୍ୟପଦାର୍ଥର ଅନେକ ଅପମିଶ୍ରିତ ହେଉଥିବା ଖବର ପ୍ରତିଦିନ ଆସିବାରେ ଲାଗିଛି  । ଯାହାକୁ ନେଇ ବହୁସଂଖ୍ୟାର ଗ୍ରାହକ ଖାଉଟି କଲ୍ୟାଣ ବିଭାଗରେ ମଧ୍ୟ ଅଭିଯୋଗ କରୁଛନ୍ତି। ହେଲେ ଏସବୁର କିଛି ସ୍ଥାୟୀ ସମାଧାନ ହେଉ ନାହିଁ। ଯାହା ଜନସାଧରଣଙ୍କ ପାଇଁ ଉଦବେଗର ବିଷୟ ହୋଇପଡିଛି।…

ଜାତୀୟ ଖାଦ୍ୟ ସୁରକ୍ଷର ନିରାପତ୍ତା ଆଇନ ଅଧିନରେ ରାଜ୍ୟରେ ଅଛନ୍ତି ୩ କୋଟି ୨୬ ଲକ୍ଷ ହିତାଧିକାରୀ: ଖାଦ୍ୟ ଯୋଗାଣ…

ଭୁବନେଶ୍ବର(କେନ୍ୟୁଜ୍): ଜାତୀୟ ଖାଦ୍ୟ ସୁରକ୍ଷର ନିରାପତ୍ତା ଆଇନ ଅଧିନରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଅଛନ୍ତି । ଏଥିମଧ୍ୟରୁ ୮୮ ଲକ୍ଷ ୨୮ ହଜାର ୪୧୯ ପରିବାରଙ୍କ ଆଧାର ସଂଯୋଗ ହୋଇଛି । ଆଧାର ସଂଯୋଗୀକରଣ ସମୟସୀମା ସରୁଥିଲେ ବି ଭିନ୍ନକ୍ଷମ, ବୟୋଜ୍ୟଷ୍ଠ ଓ ରାଜ୍ୟ ବାହାରେ କାମ…