ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟେଷ୍ଟ କରିବା ପାଇଁ ସୁପ୍ରିମ କୋର୍ଟ ଦେଲେ ନିର୍ଦ୍ଦେଶ
ଦେଶରେ କରୋନା ଭାଇରସ ସଂକ୍ରମଣ ଅବସ୍ଥାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସରକାରୀ ଓ ବେସରକାରୀ ଲ୍ୟାବ୍ରେ କରୋନା ଟେଷ୍ଟ ମାଗଣାରେ କରିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ମହାମାରୀ ହୋଇଥିବାରୁ ସରକାର ଏହି ସବୁ ଟେଷ୍ଟ ମାଗଣାରେ କରିବାକୁ କହିଛନ୍ତି ସୁପ୍ରିମ କୋର୍ଟ ।…