Browsing Tag

supreme court justice

ସୁପ୍ରିମକୋର୍ଟରେ ପହଞ୍ଚିଲା କରୋନା, ଆକ୍ରାନ୍ତ ହେଲେ ୪ ବିଚାରପତି ଏବଂ ୧୫୦ କର୍ମଚାରୀ

ସୁପ୍ରିମ୍ କୋର୍ଟର ଚାରିଜଣ ବିଚାରପତି କୋଭିଡ୍ ଆକ୍ରାନ୍ତ । କେବଳ ବିଚାରାପତି ନୁହେଁ ୧୫୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ କ୍ୱାରେଣ୍ଟିନରେ ରହିଛନ୍ତି । ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି କୋଭିଡ୍-୧୯ରେ ସଂକ୍ରମିତ…

ପରଲୋକରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ପତ୍ନୀ

ଭୁବନେଶ୍ୱର (କେନ୍ୟୁଜ) : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ପତ୍ନୀଙ୍କ ବୟୋଗ । ୬୨ ବର୍ଷ ବୟସରେ ଆଖି ବୁଜିଲେ ପ୍ରତିଭା ପଟ୍ଟନାୟକ । କୋଭିଡରେ ଆକ୍ରାନ୍ତ ହୋଇ ପ୍ରତିଭା ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ନିଧନ ହୋଇଛି ।

ଜୀବନର ଶେଷ ସମୟ ମା’ କୋଳରେ ଶୋଇବାକୁ ଚାହୁଁଥିଲେ ଏହି କ୍ୟାନ୍ସର ପୀଡିତ ଅପରାଧୀ, କିନ୍ତୁ ସୁପ୍ରିମକୋର୍ଟ ଦେଲେ ଏଭଳି…

ନୂଆଦିଲ୍ଲୀ : କ୍ୟାନ୍ସର ଏକ ଏଭଳି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ଚାଲିଆସେ । ଏଥିରୁ ନିସ୍ତାର ମିଳିବା ଏତେ ସହଜ  ନୁହେଁ। କିନ୍ତୁ ଏହା ଯେବେ ଶେଷ ସ୍ତରରେ ପହଞ୍ଚିଯାଏ ସେତେବେଳେ ପୀଡିତ ବ୍ୟକ୍ତି କେବଳ ଶେଷ ସମୟରେ ଟିକେ ଶାନ୍ତିରେ ଆଖି ବୁଜିବାକୁ ଚାହେଁ । ଥରେ ଭାବିଲେ ଯଦି…

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗ ମାମଲା, ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ…

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଉପରେ ତଦନ୍ତ ହେବ । ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଉତ୍ସବ ବୈଂଶ ଆଣିଥିବା ଷଡଯନ୍ତ୍ର ଅଭିଯୋଗର ତଦନ୍ତ କରିବେ। ସିବିଆଇ ନିର୍ଦ୍ଦେଶକ ଓ ଆଇବି ମୁଖ୍ୟ…