Odisha News
.
Browsing Tag

supreme court

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌ କରାଯିବ କି? କେନ୍ଦ୍ରକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌ କରିବାକୁ ଗାଇଡ ଲାଇନ୍‌ ପ୍ରସ୍ତୁତ ପାଇଁ ଚିନ୍ତା କରୁଛ କି। କେନ୍ଦ୍ର ସରକାରଙ୍କ ଏ ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୨୪ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି। ଏହାସହ ହ୍ଵାଟ୍‌ସ ଆପ୍‌ର ମେସେଜ ଟ୍ରେସ୍‌ କରିବାକୁ କିଛି ଗାଇଡ ଲାଇନ ପ୍ରସ୍ତୁତ…

ଜମ୍ମୁ କଶ୍ମୀରରୁ ୩୭୦ ଉଚ୍ଛେଦ ମାମଲାର ହେବ ଶୁଶାଣି, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନୋଟିସ୍‌ ଜାରି

ଭୁବନେଶ୍ବର (କେନ୍ୟୁଜ୍): ସୁପ୍ରିମ କୋର୍ଟରେ ହେବ ଜମ୍ମୁକଶ୍ମୀରରୁ ୩୭୦ ଉଚ୍ଛେଦ ମାମଲାର ଶୁଶାଣି । ଏ ନେଇ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଧାରା ୩୭୦ର ବୈଧତା ନେଇ ସମସ୍ତ ଆବେଦନର ଶୁଣାଣି କରିବେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଅକ୍ଟୋବର ପ୍ରଥମ…

ଶ୍ରୀମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ମାମଲା, ବନ୍ଦ କରିବାକୁ ନେଇ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦକୁ ବିରୋଧ କରି ଦାୟର ସମସ୍ତ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଉଚ୍ଛେଦ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା । ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜା ସୁପ୍ରିମକୋର୍ଟଙ୍କୁ…

ଧାରା ୩୭୦ ମାମଲା : ସୁପ୍ରିମକୋର୍ଟ କହିଲେ ବୁଝା ପଡୁନି ଆବେଦନର ଅର୍ଥ

ନୂଆଦିଲ୍ଲୀ (କେନ୍ୟୁଜ୍) : ସମ୍ବିଧାନର ଧାରା ୩୭୦ ମାମଲାରେ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଛି । ଧାରା ୩୭୦ ହଟାଇବାକୁ ବିରୋଧ କରି ଆବେଦନ କରାଯାଇଥିଲା । ଆବେଦନକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ । କହିଛନ୍ତି, ଏହା କି ପ୍ରକାର ଆବେଦନ ? ଏହି ଆବେଦନର ମାନେ କ’ଣ ? ଏପ୍ରକାର…

ଧାରା ୩୭୦ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍): ଧାରା ୩୭୦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଧାରା ୩୭୦ ହଟାଇବାକୁ ବିରୋଧ କରି ଆବେଦନ କରାଯାଇଥିଲା । ଆବେଦନକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ । କହିଛନ୍ତି, ଏହା କି ପ୍ରକାର ଆବେଦନ ? ଏହି ଆବେଦନର ମାନେ କ’ଣ ? ଏପ୍ରକାର ଆବେଦନର କୌଣସି…

ସୁପ୍ରିମକୋର୍ଟ ପଚାରିଥିଲେ ରଘୁବଂଶର କିଏ ଦାୟାଦ ଅଛନ୍ତ କି? ବିଜେପି ନେତ୍ରୀ କହିଲେ ଆମେ କୁଶ ବଂଶଜ, କଂଗ୍ରେସ ନେତା…

ପ୍ରଭୁ ଶ୍ରୀରାମଙ୍କ କିଏ ବଂଶଜ ଅଛନ୍ତି କି? ରାଜସ୍ଥାନ ଜୟପୁରର ବିଜେପି ସାଂସଦ ଦୀୟା କୁମାରୀ ନିଜକୁ ରାମଙ୍କ ବଂଶଜ ବୋଲି ଦାବି କରୁଛନ୍ତି। ଅଯୋଧ୍ୟା ବିବାଦ ମାମଲାର ଶୁଣାଣି ବେଳେ ରାମଲାଲା ବିରାଜମାନଙ୍କ ପକ୍ଷ ରଖୁଥିବା ଓକିଲଙ୍କୁ ପ୍ରଶ୍ନ କରିଥିଲେ ରଘୁବଂଶଙ୍କ କିଏ ଦାୟଦ ଅଛନ୍ତି କି।…

୬ ମାସରେ ୨୪ ହଜାର ନାବାଳିକା ବଳାତ୍କାର ମାମଲା, ଚିନ୍ତା ପ୍ରକଟ କଲେ ସୁପ୍ରିମ କୋର୍ଟ

ଦେଶରେ ବଢ଼ି ଚାଲିଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ସୁପ୍ରିମ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହି ସବୁ ମାମଲାର ଅବଗତି ନିମନ୍ତେ କୋର୍ଟ ନିଜେ ଏହାର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏକ…

୧୧ଟି କେନ୍ଦୁଝର ଖଣି ମାଲିକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କେନ୍ଦୁଝର (କେନ୍ୟୁଜ୍) : ୧୧ କେନ୍ଦୁଝର ଖଣି ମାଲିକଙ୍କୁ ହାଜର ପାଇଁ ନୋଟିସ ହୋଇଥିବା ବେଳେ ୮ଖଣି ଲିଜଧାରୀ ହାଜର ହୋଇଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜରିମାନା ଦେଇନଥିବା ୩୧ଟି ଖଣିର ୨୩ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା।…

ଜୀବନର ଶେଷ ସମୟ ମା’ କୋଳରେ ଶୋଇବାକୁ ଚାହୁଁଥିଲେ ଏହି କ୍ୟାନ୍ସର ପୀଡିତ ଅପରାଧୀ, କିନ୍ତୁ ସୁପ୍ରିମକୋର୍ଟ ଦେଲେ ଏଭଳି…

ନୂଆଦିଲ୍ଲୀ : କ୍ୟାନ୍ସର ଏକ ଏଭଳି ରୋଗ ଯାହାର ନାମ ଶୁଣିବା ମାତ୍ରେ ମନରେ ଭୟ ଚାଲିଆସେ । ଏଥିରୁ ନିସ୍ତାର ମିଳିବା ଏତେ ସହଜ  ନୁହେଁ। କିନ୍ତୁ ଏହା ଯେବେ ଶେଷ ସ୍ତରରେ ପହଞ୍ଚିଯାଏ ସେତେବେଳେ ପୀଡିତ ବ୍ୟକ୍ତି କେବଳ ଶେଷ ସମୟରେ ଟିକେ ଶାନ୍ତିରେ ଆଖି ବୁଜିବାକୁ ଚାହେଁ । ଥରେ ଭାବିଲେ ଯଦି…

ସାରଦା ଚିଟ୍‌ଫଣ୍ଡ ଘୋଟାଲା ମାମଲା, ପଶ୍ଚିମବଙ୍ଗ ଆଇପିଏସ୍‌ ଅଧିକାରୀ ରାଜୀବ କୁମାରଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ସାରଦା ଚିଟ୍‌ଫଣ୍ଡ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ଆଇପିଏସ୍‌ ଅଧିକାରୀ ରାଜୀବ କୁମାରଙ୍କୁ ଝଟ୍‌କା । ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲାଗିଥିଲା କଟକଣାକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସିବିଆଇ ତାର ନିଜ…

ସୁପ୍ରିମକୋର୍ଟରୁ ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ଜାମିନ। ନିଜର ଆପତ୍ତିଜନକ ଫେସବୁକ ପୋଷ୍ଟ ନେଇ କ୍ଷମା ମାଗିବା ପରେ  ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ ଇନ୍ଦିରା ବାନାର୍ଜୀ ପ୍ରିୟଙ୍କା ଜାମିନରେ ମୁକୁଳିବା ମାତ୍ରେ…

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ପୁରୀ(କେନ୍ୟୁଜ୍): ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି। ବିଚାରପତି ଏସ୍‌.ସି ବବଡେ , ବିଚାରପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାଲାର ଶୁଣାଣି ହେବ। ବିଚାରପତି ଏସ୍‌.ସି ବବଡେ, ବିଚାରପତି ନବୀନ ସିହ୍ନା ଓ…