Browsing Tag

supreme court

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ(କେନ୍ଯୁଜ୍) : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। CBI ଓ IB ମୁଖ୍ୟଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟ ସମନ କରିଛନ୍ତି। ଦିଲ୍ଲୀ ପୋଲିସ କମିଶନରଙ୍କୁ ହାଜର ପାଇଁ ମଧ୍ୟ ସମନ…

ମାନସିକ ରୋଗ ହିଁ ଦେଇପାରିବ ଫାଶୀଦଣ୍ଡରୁ ମୁକ୍ତି : ସୁପ୍ରିମକୋର୍ଟ

ଏକ ଐତିହାସିକ ଆଲୋଚନାରେ ସୁପ୍ରିମକୋର୍ଟ  କହିଛନ୍ତି କି, ମୃତ୍ୟୁଦଣ୍ଡ ପାଇବା ପରେ ଲୋକମାନେ ମାନସିକ ରୋଗରେ ପୀଡ଼ିତ ହେଉଛନ୍ତି। ଜଷ୍ଟିସ୍ ଏନୱୀ ରମନ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠରେ କୁହାଯାଇଛି କି, ମୃତ୍ୟୁଦଣ୍ଡ ପାଉଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟର ସ୍ଥିତି ବର୍ତ୍ତମାନ କୋର୍ଟ…

କେତେ ନେଇଛ ଚାନ୍ଦା ହିସାବ ଦିଅ , ସବୁ ରାଜନୈତିକ ଦଳକୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ(କେନ୍ୟୁଜ୍) : ଇଲେକ୍ଟୋରାଲ୍ ବଣ୍ଡ ସଂପର୍କରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଣ୍ଡଦାତାଙ୍କ ସଂପର୍କିତ ସମସ୍ତ ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମେ’ ୧୫ ସୁଦ୍ଧା ମିଳିଥିବା ଡୋନେସନ୍‌ର ତଥ୍ୟ ୩୦ ମେ’ ସୁଦ୍ଧା ନିର୍ବାଚନ କମିଶନଙ୍କୁ…

ଲାଲୁ ଯାଦବଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ଲାଲୁ ଯାଦବଙ୍କୁ ଝଟକା । ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଚାରା ଘୋଟାଲାରେ ସଜା କାଟୁ ଥିବା ଲାଲୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ଚିକିତ୍ସାଧୀନ ଅଛନ୍ତି ।…

ରାଫେଲ ମାମଲାର ପୁଣି ଥରେ ହେବ ଶୁଣାଣି , କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା

ନୂଆଦିଲ୍ଲୀ(କେନ୍ୟୁଜ୍) : ରାଫେଲ ଡିଲ ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା । ପୁଣି ଥରେ ହେବ ରାଫେଲ ମାମଲାର ଶୁଣାଣି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ଚଳିତ ନିର୍ବାଚନରେ ବଢ଼ିବ VVPAT ପେପର୍‌ ସ୍ଲିପ୍‌ ଗଣତି ସଂଖ୍ୟା , ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ଚଳିତ ନିର୍ବାଚନରେ ବଢ଼ିବ ଭୋଟର ଭେରିଫାଏବୁଲ ପେପର ଅଡିଟ୍‌ ଟ୍ରେଲ-VVPAT ପେପର୍‌ ସ୍ଲିପ୍‌ ଗଣତି ସଂଖ୍ୟା। ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ପ୍ରତି ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ପୋଲିଂ ବୁଥରେ ହିଁ ଭିଭିପାଟ୍‌ ସ୍ଲିପ୍‌ ସହ…

ବାସହରା ହୋଇପାରନ୍ତି ଆଦିବାସୀ, ଜଙ୍ଗଲରୁ ହଟାଇବାକୁ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଚିନ୍ତାରେ ଆଦିବାସୀ ଓ ପାରମ୍ପରିକ ଭାବେ ଜଙ୍ଗଲରେ ରହୁଥିବା ଅଧିବାସୀ । ଫରେଷ୍ଟ ରାଇଟ୍‌ ଆକ୍ଟରରେ ଯେଉଁମାନଙ୍କୁ ଜଙ୍ଗଲ ଜମି ଅଧିକାର ମିଳିନି, ସେମାନେ ବାସହରା ହେବା ଆଶଙ୍କା । ଜଙ୍ଗଲରୁ ସେମାନଙ୍କୁ ହଟାଇବାକୁ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ମିଳିଛି ସୁପ୍ରିମକୋର୍ଟଙ୍କ…

ସାବଧାନ ! ଏବେ ଆଉ ବଦଳିପାରିବେନି ଗାଡ଼ିର ଚେହେରା, ନହେଲେ ଭରିବାକୁ ପଡ଼ିବ ବଡ଼ ଜରିମାନା : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଯଦି ଆପଣ ନିଜର ଦୁଇଚକିଆ ଯାନ ବା କାରର କୌଣସି ପରିବର୍ତ୍ତନ କରି ତାହାକୁ ନୂତନ ରୁପ ଦେବାକୁ ଚାହୁଁଛନ୍ତି ତେବେ ସାବଧାନ। କାରଣ ଆପଣଙ୍କ ଏହି ପଦକ୍ଷେପ ଆପଣଙ୍କୁ ଜେଲ ପହଞ୍ଚାଇପାରେ। ସୁପ୍ରିମକୋର୍ଟ ଦ୍ବାରା ଲାଗୁ କରାଯାଇଥିବା ନିୟମନୁଯାୟୀ, ମୋଟର କମ୍ପାନି ଦ୍ବାରା ପ୍ରସ୍ତୁତ…

ଓଡ଼ିଶାକୁ ସୁପ୍ରିମକୋର୍ଟଙ୍କ ଝଟକା, ପୋଲଭରମ କାମ ଉପରେ ଲାଗିବନି ବ୍ରେକ୍‌

ବର୍ତ୍ତମାନ ବନ୍ଦ ହେବ ନାହିଁ ପୋଲଭରମ ପ୍ରକଳ୍ପ କାମ । ରହିତାଦେଶ ଦେବାକୁ ମନା କରିଦେଲେ ସୁପ୍ରିମକୋର୍ଟ। କାମ ବନ୍ଦ ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ସେପଟେ ଆନ୍ଧ୍ରର ଯୁକ୍ତି ଥିଲା ପ୍ରକଳ୍ପ ନିର୍ମାଣରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଗଲାଣି । ଏବେ ପ୍ରକଳ୍ପ ବନ୍ଦ ହେଲେ…

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ସିବିଆଇ ବନାମ ସିବିଆଇ ମାମଲା

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ସିବିଆଇ ବନାମ ସିବିଆଇ ମାମଲା । ମଙ୍ଗଳବାର ହେବ ପରବର୍ତ୍ତୀ ଶୁଣାଣି । ଆଜି ବି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଲାନି କ୍ଲିନଚିଟ୍‌ । ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ-ସିଭିସି ଦେଇଥିବା ତଦନ୍ତ ରିପୋର୍ଟ ଉପରେ ତାଙ୍କୁ ଜବାବ ତଲବ କରାଯାଇଛି ।…

ଅଭିଜିତ ଆୟର ମିତ୍ରଙ୍କ ରିଟ୍‌ ପିଟିସନ ଉପରେ ଆଜି ହେବନି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଓଡିଶା କଳା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଫସିଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟର ମିତ୍ରଙ୍କ ରିଟ୍‌ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବନି। ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଆଜିର ତାଲିକାରୁ ମାମଲାକୁ ହଟାଯାଇଛି।  ଆସନ୍ତା ୫ ତାରିଖ…

ଜାଣିଛନ୍ତି କି ସୁପ୍ରିମକୋର୍ଟଙ୍କ ଏହି ୭ ଐତିହାସିକ ନିଷ୍ପତ୍ତି , ଯାହା ନିର୍ଦ୍ଧାରଣ କରୁଛି ଆଗାମୀ ଭାରତର ଉଜ୍ଜଳ…

ଚଳିତ ବର୍ଷ ଅନେକ ଐତିହାସିକ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ଯାୟାଳୟ । ଗତ ଏକ ମାସ ମଧ୍ୟରେ ହିଁ ଚାରିଟି ବଡ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ଯାହା ଦେଶର ନାଗରିକଙ୍କୁ ଦେଇଛି ବଡ ଆଶ୍ବାସନା । ଏହି ସମସ୍ତ ଫଇସଲା ନା କେବଳ ନ୍ଯାୟକୁ କରିଛି ସୁନିଶ୍ଚିତ ବରଂ ସେହି ପ୍ରସଙ୍ଗ ଉପରେ…