Browsing Tag

supreme court

ଆଇନକୁ ହାତକୁ ନେଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଆଇନକୁ ହାତକୁ ନେଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । ଗୋ ରକ୍ଷା ନାଁରେ ହିଂସା ଓ ସନ୍ଦେହରେ ଅଜଣା ଲୋକଙ୍କୁ ଆକ୍ରମଣ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦେଶ ଦେଇଛନ୍ତି, ଏନେଇ ସରକାର…

ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା : ପଦୋନ୍ନତି ପାଇ ପାରନ୍ତି ୬ ଜଣ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରଣଙ୍କ ସମେତ ମୋଟ୍ ୬ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇ ପାରନ୍ତି। ଚଳିତ ସପ୍ତାହରେ ବସିପାରେ ସୁପ୍ରିମକୋର୍ଟ କଲେଜିୟମ। ଏଥିରେ ଅତି କମରେ ସୁପ୍ରିମକୋର୍ଟ ଜଜ୍ ଭାବେ…

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର

ନୁଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର। ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତ କରିଛନ୍ତି। ଲୋକାୟୁକ୍ତ ଗଠନ ନେଇ ସରକାର କ’ଣ କରିଛନ୍ତି ଓ ଆଗକୁ କେଉଁ ସବୁ କାର୍ୟ୍ୟପନ୍ଥା ଗ୍ରହଣ କରିବେ ସେନେଇ ରାଜ୍ୟ…

ଆଜି ହେବ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଆଜି ବହୁଚର୍ଚ୍ଚିତ ଧାରା ୩୭୭ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଧାରାରେ ସମଲିଙ୍ଗୀ ସଂପର୍କକୁ ଅପରାଧ ବୋଲି ବିବେଚନା କରାଯାଉଛି। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହେବ। ଏନେଇ ଜବାବ ରଖିବାକୁ ଅଧିକ ସମୟ ଦେବା ପାଇଁ କେନ୍ଦ୍ର…

ରଥଯାତ୍ରା ସମୟରେ ସେବାୟତଙ୍କ ଦାନ ଉପରେ ଲାଗିଲା କଟକଣା !

ପୁରୀ : ସୁପ୍ରିମକୋର୍ଟ ରଥଯାତ୍ରା ସମୟରେ ସେବାୟତଙ୍କ ଦାନ ନେବା ଉପରେ କଟକଣା ଲଗାଇଛନ୍ତି। ଏଣିକି ଦାନ ନେଇପାରିବେନି ସେବାୟତ । ଭକ୍ତମାନେ ଦାନ ଦେବା ପାଇଁ ବ୍ୟବସ୍ଥା କରାଯିବ। ରଥଯାତ୍ରା ଦିନ ରଥ ଟଣା ହୋଇ ଶରଧାବାଲିରେ ରହିବା ପରେ ରଥ ଚାରିପାଖେ ୧୨ଟି ହୁଣ୍ଡି ରଖାଯିବ। ଗୁଣ୍ଡିଚା ଘରେ ୬ଟି…

ସୁପ୍ରିମ୍ ସ୍କାନରରେ ଶ୍ରୀମନ୍ଦିର : ଆମିକସ୍ କ୍ୟୁରି ସବୁପକ୍ଷ ସହ ଆଲୋଚନା କରି ଦେବେ ରିପୋର୍ଟ

ପୁରୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଦାନ ସଂଗ୍ରହ ଓ ପରିଚାଳନା ସମ୍ପର୍କିତ ମାମଲାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ସବୁ ପକ୍ଷଙ୍କ ସହ କଥା ହେବେ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ରିପୋର୍ଟ…

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କ ଆଗୁଆ ଜାମିନ !

ନୂଆଦିଲ୍ଲୀ : ଦିଲ୍ଲୀ ପଟିଆଲା ହାଉସକୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛି। ଏହି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆସନ୍ତାକାଲି ରାୟ ପ୍ରକାଶ ପାଇବ। ତେବେ ଥରୁରଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଥିଲା…

ନୂଆ ନିୟମ : ଏଣିକି ପୋଲିସ ଡିଜି ନିଯୁକ୍ତି ପାଇଁ UPSC ଦେବ ନାଁ

ଭୁବନେଶ୍ବର : ଆକ୍ଟିଂ ପୋଲିସ ଡିଜି ନିଯୁକ୍ତିକୁ ନା । ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇଛନ୍ତି । ପୋଲିସ ଡିଜି ନିଯୁକ୍ତି ପାଇଁ ସମ୍ଭାବ୍ୟ ବରିଷ୍ଠ ପୋଲିସ ଅଫିସରଙ୍କ ତାଲିକା ୟୁପିଏସ୍‌ସିକୁ ସବୁ ରାଜ୍ୟ ସରକାର ଦେବେ । ତାହା ପୁଣି କାର୍ଯ୍ୟରତ ପୋଲିସ ଡିଜିଙ୍କ ଅବସର ନେବାର ୩ ମାସ ପୂର୍ବରୁ…

ପୋଲିସ ଡିଜି ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଏଣିକି ରାଜ୍ୟ ସରକାର ସିଧାସଳଖ ପୋଲିସ ଡିଜି ନିଯୁକ୍ତ କରିପାରିବେ ନାହିଁ। ଡିଜିପିଙ୍କ ନାଁ ସର୍ଟଲିଷ୍ଟ କରିବ ୟୁପିଏସସି। ପୋଲିସ ଡିଜି ଅବସର ନେବାର ତିନି ମାସ ପୂର୍ବରୁ ଏସଂପର୍କରେ ଯୁପିଏସସିକୁ ରାଜ୍ୟ ସରକାର ଜଣାଇବେ। ଏଥିସହ ଡିଜିପି ପଦବୀ ପାଇଁ କିଛି ବରିଷ୍ଠ ପୋଲିସ…

ଆରଟିଆଇ ଅଫିସ ନିଯୁକ୍ତିରେ ବିଳମ୍ବ ନେଇ ଓଡ଼ିଶା ସମେତ ୮ରାଜ୍ୟକୁ ନୋଟିସ୍

ଭୁବନେଶ୍ବର: ଆରଟିଆଇ ଅଫିସର ନିଯୁକ୍ତିରେ ବିଳମ୍ବ ନେଇ ଓଡ଼ିଶା ସମେତ ୮ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ନୋଟିସ୍ ଦିଆଯାଇଛି। ହଜାର ହଜାର ସଂଖ୍ୟାରେ ଆରଟିଆଇ ମାମଲା ବିଚାର ନହୋଇ ପଡ଼ି ରହିଛି। ଏ ସମୟରେ ଆରଟିଆଇ ଅଫିସର ନିଯୁକ୍ତିରେ କାହିଁକି…