surat truck accident

ଫୁଟପାଥରେ ଶୋଇଥିବାବେଳେ ଚଢିଗଲା ଟ୍ରକ୍, ୧୩ ଶ୍ରମିକ ମୃତ

ସୁରଟ: ଶୋଇଥିବାବେଳେ ଚାଲିଗଲା ୧୩ ଜୀବନ। ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା। ସୁରଟ କୋସମ୍ବାରେ ଟ୍ରକ ଚଢିଯିବାରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ଥିଲେ ଓ…

3 years ago