Browsing Tag

suresh mohapatra

ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର(କେନ୍ୟୁଜ୍): ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ତାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି । ୨୦୨୩ ଫେବ୍ରୁଆରୀ ୨୮ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର ।…

ସାତ ଦିନ ପରେ ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ, ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ହେବାର…

ଭୁବନେଶ୍ୱର : ସାତ ଦିନ ପରେ ସରୁଛି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ? ସେଥିନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ତେବେ କଳିଙ୍ଗ ଟିଭିକୁ ମିଳିଥିବା ସୂଚନା ଅନୁସାରେ, ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୬…

ବରଗଡ଼ରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର କଲେ ଅନୁଧ୍ୟାନ

ବରଗଡ଼(କେନ୍ୟୁଜ୍‌): ବରଗଡ଼ରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପର ଅନୁଧ୍ୟାନ କଲେ ମୁଖ୍ୟ ସଚିବ । ସିକିର୍ଡି ଗାଁ ଗସ୍ତ କରି ସେଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇନ୍‌ଟେକ ୱେଲ୍‌ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।…

ମାଲକାନଗିରି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଜିଲ୍ଲାର DRDA ସମ୍ମିଳନୀ କକ୍ଷରେ ସବୁ ବିଭାଗୀୟ ଅଧିକାରୀଙ୍କ ସହ ରିଭ୍ୟୁ ମିଟିଂ କରିଥିଲେ ମୁଖ୍ୟ ଶାସନ ସଚିବ । ପାନୀୟ…

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର, ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ…

ମାଲକାନଗିରି (କେନ୍ୟୁଜ): ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର। ତ୍ୱରିତ ଭାବେ ଏହାର ନିର୍ମାଣ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ତଃରାଜ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ।…

କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ୍‌) : କୋଭିଡ୍‌ର ଓମିକ୍ରନ୍‌ ଭାରିଏଣ୍ଟ ଧୀରେ ଧୀରେ କାୟା ମେଲାଉଛି । ଏହାକୁ ଦୃଷ୍ଟିରେ ରଖି କଟକଣା ବଢ଼ାଇବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଦାୟିତ୍ୱ ଦିଆଗଲା। କୋଭିଡ ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାକି…

ଆଜି ଅପରାହ୍‌ଣ ୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ ବିବୃତ୍ତି, ଲକଡାଉନକୁ ନେଇ କରିପାରନ୍ତି ଘୋଷଣା

ଭୁବନେଶ୍ୱର (କେନ୍ୟୁଜ) : ଆଜି ଅପରାହ୍‌ଣ ୧.୪୫ରେ ମୁଖ୍ୟ ଶାସନ ସଚିବ କରିବେ ପ୍ରେସ୍‌ ବିବୃତ୍ତି। ଆଜି କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ। ଆସନ୍ତାକାଲି ସରୁଛି ଲକଡାଉନ୍‌ । ମେ’ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନର କରୋନା…

ବଢ଼ିବ କି ଲକଡାଉନ୍‌? ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ବର: ଆଜି ମୁଖ୍ୟ ସଚିବ କରିବେ ପ୍ରେସ୍‌ ବ୍ରିଫ୍‌ । ମୁଖ୍ୟ ସଚିବ ସୁରେଶ ମହାପାତ୍ର ରଖିବେ ପ୍ରେସ୍‌ ବିବୃତ୍ତି । ବଢ଼ିବ କି ଲକଡାଉନ୍‌ ? ଲକଡାଉନ୍‌ ବୃଦ୍ଧି ନେଇ ରଖିପାରନ୍ତି ପ୍ରେସ୍‌ ବିବୃତ୍ତି । ମୁଖ୍ୟ ସଚିବଙ୍କ ସହ ରହିବେ NHM ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ । ଏହାସହ ବିଏମସି…

ଫେରିଲା ଆଇସୋଲେସନ, ୧୨ ରାଜ୍ୟରୁ ଫେରୁଥିବା ଯାତ୍ରୀ ୭ ଦିନ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସମ୍ଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବାକୁ ନିୟମ କଡ଼ାକଡ଼ି କର । ଆଜି ଲୋକସେବା ଭବନରୁ ଭିସିରେ ବିଭିନ୍ନ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ ରୋକିବାକୁ ଗ୍ରାମ…

ମୁଖ୍ୟ ଶାସନ ସଚିବଙ୍କ ନାଁରେ ସିଂହଦ୍ବାର ଥାନାରେ ଏତଲା, ଜଗନ୍ନାଥ ସେନା କହିଲା ନିୟମ ଭାଙ୍ଗିଛନ୍ତି ସୁରେଶ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଶ୍ରୀ ମନ୍ଦିର ଦର୍ଶନକୁ ନେଇ ଅଭିଯୋଗ l ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଡା କଟକଣା ଥିବାବେଳେ ସୁରେଶ ମହାପାତ୍ର କିପରି ଦର୍ଶନ କଲେ ବୋଲି ପ୍ରଶ୍ନ ଉଠାଇଛି…

ସମସ୍ୟା ସମାଧାନରେ ଧୁରନ୍ଧର, ଜାଣନ୍ତୁ ଆଇଏଏସ ସୁରେଶ ମହାପାତ୍ରଙ୍କ ଦୀର୍ଘ ୩୪ ବର୍ଷର ନିରନ୍ତର ପ୍ରଶାସନିକ ଯାତ୍ରା…

୧୯୮୬ ମସିହାରୁ ୩୪ ବର୍ଷର ଲମ୍ବା ପ୍ରଶାସନିକ ରାସ୍ତା ଚାଲି ଆସିଛନ୍ତି ସୁରେଶ ମହାପାତ୍ର।  ଆଉ ଖୁବ ଶୀଘ୍ର ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରେ ବସିବାକୁ ଯାଉଛନ୍ତି । ଗାମ୍ଭିର୍ଯ୍ୟ, ସ୍ଥିର ଚିତ୍ତ ସ୍ୱଭାବର ସୁରେଶ ସବୁସମୟରେ ନିଜ ସହକର୍ମୀ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । ଶାନ୍ତ ମନରେ…

ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର, ରାଜ୍ୟବାସୀଙ୍କ ପାଇଁ…

ପୁରୀ(କେନ୍ୟୁଜ୍):  ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର । ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୂର୍ବରୁ ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା  ପରେ ରାଜ୍ୟ…