କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ କ୍ରିକେଟ ଜଗତ ଦେଲା ଶ୍ରଦ୍ଧାଞ୍ଜଳି, ସ୍ୱେହାଗ-ଧଓ୍ଵନ-ରାଇନା କଲେ ଟ୍ଵିଟ୍
ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋ ୫୮ ବର୍ଷ ବୟସରେ ହୋଇଛି। ରାଜୁ ଶ୍ରୀବାସ୍ତବ ୧୦ ଅଗଷ୍ଟରୁ ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜିମରେ ଥିବା ବେଳେ ହାର୍ଟ ଆଟାକ ଶିକାର ହୋଇଥିଲେ। ତା’ ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କର…