Browsing Tag

surprise visit

ଧାଡିରେ ଛିଡା ହେଲେ ୫ ଟଙ୍କା ଦେଇ ଆହାର କେନ୍ଦ୍ରରୁ ଖାଇଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଫୁଲବାଣୀ(କେନ୍ୟୁଜ୍):  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଫୁଲବାଣୀ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ । ବସଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ରରେ ନିଜେ ଲାଇନରେ ଠିଆ ହୋଇ ଟିକେଟ କିଣି ଭାତ ଡାଲମା ଖାଇଥିଲେ । ଖାଦ୍ୟର ମାନ ପରଖିଥିଲେ । ପରିଷ୍କାର, ପରିଚ୍ଛନ୍ନତା ବୁଲି…

ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ…

ଭଦ୍ରକ(କେନ୍ୟୁଜ୍):  ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଆଉଟ୍‌ ଡୋର୍‌ରେ କିଭଳି ଚାଲିଛି ରୋଗୀ ଚିକିତ୍ସା ବୁଲି ଦେଖିଥିଲେ ମନ୍ତ୍ରୀ। ଏହାସହ ଡାଏଲିସିସ୍‌ କେନ୍ଦ୍ର, ପ୍ରସୂତୀ ବିଭାଗ, ଟ୍ରମା କେୟାର, ସର୍ଜରୀ ଓ୍ଵାର୍ଡ ଆଦି ବୁଲି…

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ୍‌ ଭିଜିଟ୍‌ କଲେ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌

ସମ୍ବଲପୁର(କେନ୍ୟୁଜ୍): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସରପ୍ରାଇଜ୍‌ ଭିଜିଟ୍‌ କଲେ 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ । ସେ ପ୍ରଥମେ ଶିଶୁ ରୋଗ ବିଭାଗ ପରିଦର୍ଶନ କରିଥିଲେ । ଏହି ବିଭାଗରେ ଚାଲୁଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ…

ରାଜ୍ୟରେ ୫ଟି ପ୍ରଭାବ, ଯାଜପୁର ଏସପିଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଏସପିଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ । ରାଜ୍ୟ ରେ ମୋ ସରକାର କାର୍ଯ୍ୟକ୍ରମ ର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜେଣ୍ଟଟିଭ ହଟିଛନ୍ତି କି ନାହିଁ ତାହାର ଯାଂଚ କରିଛନ୍ତି ଯାଜପୁର ଏସପି ଚରଣ ସିଂ ମିନା।…

ମଧ୍ୟରାତ୍ରୀରେ ହସ୍ପିଟାଲକୁ ସରପ୍ରାଇଜ୍‌ ଭିଜିଟ୍‌ କଲେ ନବରଙ୍ଗପୁର ଏସ୍‌ପି, ଓ୍ଵାର୍ଡ ଓ୍ଵାର୍ଡ ବୁଲି କିପରି…

ନବରଙ୍ଗପୁର(କେନ୍ୟୁଜ୍): ହଠାତ୍‌ ମେଡିକାଲରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକର । ରାତି ପାଖାପାଖି ୧୨ଟାରେ ମେଡିକାଲରେ ପହଞ୍ଚି ଯାଇଥିଲେ ଏସ୍‌ପି । ଓ୍ଵାର୍ଡ ଓ୍ଵାର୍ଡ ବୁଲି ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କଠାରୁ କିପରି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ସେନେଇ ଆଲୋଚନା କରିଥିଲେ ।…

ଆଇନ ମନ୍ତ୍ରୀଙ୍କ ଅଚାନକ ଖୋର୍ଦ୍ଧା ବ୍ଳକ ଗସ୍ତ, କର୍ମଚାରୀମାନେ ବିଳମ୍ବରେ ଅଫିସ ପହଞ୍ଚୁଥିବାରୁ ହେଲେ କ୍ଷୁବ୍ଧ

ଖୋର୍ଦ୍ଧା(କେନ୍ୟୁଜ୍) ଅଚାନକ ଖୋର୍ଦ୍ଧା ବ୍ଳକ କାର୍ଯ୍ୟାଳୟ ଗ୍ରସ୍ତ କରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଦିନ ୧୦ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ବେଳେ ସେଠାରେ ବିଡିଓଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତ ଥିବାରୁ ସେ କ୍ଷୁବ୍ଧ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଚନ୍ଦକାକୁ ସରପ୍ରାଇଜ ଭିଜିଟ୍‌, ଫୁଟ୍‌ ପେଟ୍ରୋଲିଂ ଜୋରଦାର ହେଉନଥିବାରୁ ଅଧିକାରୀଙ୍କୁ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଚନ୍ଦକାକୁ ସରପ୍ରାଇଜ ଭିଜିଟ୍‌। ଚନ୍ଦକାର କୁମାରଖୁଣ୍ଟି,ଆମ୍ବିଲୋକୁ ଯାଇଥିଲେ ମନ୍ତ୍ରୀ ଆରୁଖ। ପରିଦର୍ଶନ ବେଳେ କ୍ଷେତ୍ରୀୟ ବନ   ତାଗିଦ୍‌ କରିଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ। ଫୁଟ୍‌ ପେଟ୍ରୋଲିଂ ଜୋରଦାର କାହିଁକି ହେଉନି ବୋଲି ପ୍ରଶ୍ନ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌, ବିଳମ୍ବରେ ଅଫିସ ପହଞ୍ଚିଥିବା କର୍ମଚାରୀଙ୍କ କଲେ ଗୋଟିଏ ଦିନର ଦରମା…

ଭୁବନେଶ୍ୱର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌। ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପ୍ରଥମେ ମନ୍ତ୍ରୀ ପହଞ୍ଚିଥିଲେ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ…

ପରିବେଶ ମନ୍ତ୍ରୀଙ୍କ ଅଚାନକ ବାଲୁଖଣ୍ଡ-କୋଣାର୍କ ଗସ୍ତ ଫନି କ୍ଷତିଗ୍ରସ୍ତ ପୁନରୁଦ୍ଧାର କାର୍ଯ୍ୟ ନେଇ କଲେ ଅସନ୍ତୋଷ…

ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଚାନକ ଗସ୍ତ। ଫନି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ପୁନରୁଦ୍ଧାର କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ଏହାସହ ନୂଆନଈ ନିକଟ ପ୍ରକୃତି ନିବାସର ମରାମତି,…

ଫୁଲବାଣୀ ମେଡିକାଲ ଅଚାନକ ଗସ୍ତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କର୍ମଚାରୀ ହେଲେ ତାଜୁବ୍ 

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଚାନକ ପରିଦର୍ଶନ। ଡାକ୍ତରଖାନାର ପରିଷ୍କାର ପରିଚ୍ଛନ୍ନତା ଦେଖି ଏହାର ପ୍ରଶଂସା କରିଛନ୍ତି। ଏହାସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡ. ସାମନ୍ତ। ଡାକ୍ତରଖାନାରେ…

ଚୌଦ୍ୱାର ଜେଲ ଅଚାନକ ପରିଦର୍ଶନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ଜେଲ ସୁରକ୍ଷା ଓ ଅନ୍ତେବାସୀଙ୍କ ଅବସ୍ଥା ବୁଝିଲେ ମନ୍ତ୍ରୀ 

ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌। ଚୌଦ୍ୱାର କେନ୍ଦ୍ରୀୟ ଜେଲ ପରିଦର୍ଶନ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଜେଲ ଅନ୍ତେବାସୀଙ୍କ ସୁବିଧା ଅସୁବିଧା ଜାଣିବା ସହ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା, ସରକାରୀ ନିୟମର କଡ଼ାକଡ଼ି ପାଳନ ଓ ବନ୍ଦୀଙ୍କ କୋଠରୀ ବୁଲି ଦେଖିଛନ୍ତି।…