ଆଜିଠୁ ନିଜ ରାଶିରେ ଗୋଚର ହେଲେ ସୂର୍ଯ୍ୟ: ଚମକିବ ଭାଗ୍ୟ, ହେବ ଧନବର୍ଷା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ଗ୍ରହ ନିଶ୍ଚିତ ସମୟରେ ରାଶି ପରିବର୍ତ୍ତନ କରିଥାଏ। ସୂର୍ଯ୍ୟ ୩୦ ଦିନ ପରେ ଗୋଟେ ରାଶିରୁ ଅନ୍ୟ ରାଶିକୁ ପରିବର୍ତ୍ତନ ହୋଇଥାଏ। ଆଜିଠାରୁ ସୂର୍ଯ୍ୟ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରୁଛନ୍ତି। ସୂର୍ଯ୍ୟଙ୍କୁ ଗ୍ରହ ରାଜା ବୋଲି କୁହାଯାଏ।…