ରାଜସ୍ଥାନ ସରକାରଙ୍କ ବଡ଼ ଆୟୋଜନ, ସୂର୍ଯ୍ୟସପ୍ତମୀ ଦିନ ସମସ୍ତ ବିଦ୍ୟାଳୟରେ କରାଯିବ ‘ସୂର୍ଯ୍ୟ ନମସ୍କାର’
ଫେବୃୟାରୀ ୧୫ ସୂର୍ଯ୍ୟସପ୍ତମୀ ଦିନ ରାଜସ୍ଥାନର ସମସ୍ତ ସ୍କୁଲରେ କରାଯିବ ସୂର୍ଯ୍ୟ ନମସ୍କାର । ରାଜସ୍ଥାନ ସରକାର ଏହି ବଡ଼ ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟର ଶିକ୍ଷାମନ୍ତ୍ରୀ ମଦନ ଦିଲାଓ୍ଵର ନିଜ ବିଧାନସଭାମଣ୍ଡଳୀର ଏକ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ।…