‘ପାକିସ୍ତାନ କାହିଁକି ଯାଉନାହାନ୍ତି ଆପଣ’… ସୂର୍ଯ୍ୟକୁମାରଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପାକିସ୍ତାନୀ ଫ୍ୟାନ୍
ଭାରତୀୟ ଟିମ ଏବେ ସାଉଥ ଆଫ୍ରିକା ଗସ୍ତରେ ରହିଛି । ସେଠାରେ ଟିମ୍ ୪ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି । ଏହି ସିରିଜର ଦୁଇଟି ମ୍ୟାଚ ହୋଇସାରିଛି । ଉଭୟ ଦଳ ୧-୧ରେ ରହିଛନ୍ତି । ପ୍ରଥମ ମ୍ୟାଚ ଭାରତ ୬୧ ରନରେ ଜିତିଥିବା ବେଳେ ଦ୍ବିତୀୟ ମ୍ୟାଚକୁ ସାଉଥ ଆଫ୍ରିକା ୩ ୱିକେଟରେ ଜିତିନେଇଛି…