୨୦୨୨ ଦୀପାବଳିରେ ପରଦାକୁ ଆସିବ ଅକ୍ଷୟ କୁମାରଙ୍କ ‘ରାମସେତୁ’, ଏଥରକ ରିଲିଜ୍ ହେଉଛି ‘ସୂର୍ଯ୍ୟବଂଶୀ’
ଅକ୍ଷୟ କୁମାରଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାମ ସେତୁ ମଧ୍ୟ ଦୀପାବଳିରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ୨୦୨୧ରେ ନୁହେଁ, ବରଂ ୨୦୨୨ରେ। ସୂଚନାଯୋଗ୍ୟ ଯେ ଏବର୍ଷ ଦୀପାବଳିରେ ଅକ୍ଷୟଙ୍କର ସୂର୍ଯ୍ୟବଂଶୀ ପରଦାକୁ ଆସୁଥିବା ବେଳେ ଆସନ୍ତାବର୍ଷ…