Browsing Tag

suryavanshi release date

ପୁଣିଥରେ ଘୁଞ୍ଚିଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’, ୩୦ ରେ ହୋଇଥାନ୍ତା ରିଲିଜ୍‌

ଘୁଞ୍ଚିଲା ‘ସୂର୍ଯ୍ୟବଂଶୀ’ର ରିଲିଜ୍‌ ତାରିଖ। କରୋନା ଭାଇରସ୍‌ ସଂକ୍ରମିତ ହୋଇ ଖିଲାଡି ଷ୍ଟାର ଅକ୍ଷୟ କୁମାର ନିକଟରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହା ପରେ ଏବେ ତାଙ୍କ ଫିଲ୍ମର ରିଲିଜ୍‌ ତାରିଖକୁ ଅନିଶ୍ଚିତ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହି ଫିଲ୍ମ ଏପ୍ରିଲ ୩୦ରେ ରିଲିଜ୍‌…

ଘୁଞ୍ଚିଲା ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‌ ଡେଟ୍‌, ଯାହା ପଛରେ ରହିଛି ଏହି ବଡ କାରଣ

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଘୁଞ୍ଚିଲା ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‌ ଡେଟ୍‌ । ଏହାର ନୂଆ ରିଲିଜ୍‌ ଡେଟ୍‌ ପରେ ଘୋଷଣା କରିବାକୁ ଫିଲ୍ମ ନିର୍ମାତା କହିଛନ୍ତି । ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରିଲିଜ୍‌ ହେବାର ଥିଲା । କରୋନା ପାଇଁ କେତେକ…