ଏନସିବିର ଦାବି, ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସ ଅର୍ଡର ଦେଉଥିଲେ ରିୟା
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି। ହେଲେ ଏହା ମଧ୍ୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ବଢିବାରେ ଲାଗିଛି। ରିୟା ସୁଶାନ୍ତଙ୍କ ପାଇଁ ଗଞ୍ଜେଇ ଚରସର ଅର୍ଡର ଦେଉଥିଲେ ବୋଲି ଏନସିବି ଦାବି କରିଛି। ଏନସିବି ଦ୍ୱାରା ସୁଶାନ୍ତ ସିଂ…