ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଶେଷ ଭିଡିଓ
ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ। ସେ ୨୧ ଜାନୁୟାରୀ ୧୯୮୬ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ। ଆଜି ସୁଶାନ୍ତ ଜୀବିତ ଥିଲେ, ସେ ୩୭ ତମ ଜନ୍ମଦିନ ପାଳନ କରିଥାନ୍ତେ। କିନ୍ତୁ ୪ ଭଉଣୀରେ ଏକମାତ୍ର ଭାଇ ଥିବା ସୁଶାନ୍ତ ୧୪ ଜୁନ୍ ୨୦୨୦ରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରି ଦେଇଛନ୍ତି।…