Browsing Tag

Sushant Singh Rajput Death case

ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହେବା ମାତ୍ରେ ଆସିଲା ଅଙ୍କିତା ଲୋଖଣ୍ଡେଙ୍କ ରିଆକ୍ସନ, ସୋସିଆଲ ମିଡିଆରେ…

ସୁଶାନ୍ତଙ୍କ ମୃତୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଅଭିନେତାଙ୍କ ମୃତ୍ୟୁର ଏକମାସ ପରେ ତାଙ୍କ ପିତା ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ନିଜ ପୁଅର ମୃତ୍ୟୁ ପାଇଁ ସେ ସିଧାସଳଖ ଭାବେ ରିୟାଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ ଅନେକ…

ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ନ୍ୟାୟ ମାଗି ଟ୍ରୋଲର ଶିକାର ହେଲେ ରିୟା, ଲୋକେ କହିଲେ ‘ନାଟକ ବନ୍ଦ କର’

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରିବା ସମସ୍ତେ ଦାବି କରୁଛନ୍ତି। ଏହାକୁ ଦେଖି ସୁଶାନ୍ତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ସିବିଆଇ ଯାଞ୍ଚ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ଵିଟ୍‌ କରିଥିଲେ। ରିୟାଙ୍କ ଟ୍ଵିଟ୍‌ ପରେ ଏବେ…

ଶେଷ ନିଷ୍କର୍ସରେ ପହଞ୍ଚିଲା ପୋଲିସ, ସାମ୍ନାକୁ ଆସିଲା ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ସତ୍ୟ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକ ଘଟଣାକୁ ଏହା ମଧ୍ୟରେ ଏକ ମାସ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ପୋଲିସ ଯେତେ ପ୍ରକାର ପ୍ରମାଣ ଦେଖାଇଲେ ମଧ୍ୟ ଫ୍ୟାନ ଏହାକୁ ଆତ୍ମହତ୍ୟା ବୋଲି ମାନିବାକୁ ନାରାଜ। ଅପରପକ୍ଷେ ପୋଲିସ…

ସୁଶାନ୍ତଙ୍କ ସ୍ମୃତିରେ ପରିବାର ତରଫରୁ ଆୟୋଜିତ ହେଲା ଶୋକ ସଭା, ଆସିଲେନି କୌଣସି ସେଲିବ୍ରିଟି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ଜୁନ୍‌ ୧୪ରେ ନିଜ ଘରେ ସୁଇସାଇଡ୍‌ କରିଥିବା ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ପାଟନାରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇଛି। ସୁଶାନ୍ତଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ଏକ ଶୋକ ସଭା…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା : ସଲମାନ, କରନ, ଏକତାଙ୍କ ସମେତ ଆଠ ଜଣଙ୍କ ନାମରେ କେସ୍‌ ରୁଜୁ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହାପରେ ନିର୍ମାତା ନିର୍ଦ୍ଦେଶକ କରନ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର ଏବଂ ଅଭିନେତା ସଲମାନ ଖାନ ସହିତ ଅନ୍ୟ ଆଠ ଜଣଙ୍କ ନାମରେ କେସ୍‌ ଫାଇଲ ହୋଇଛି। ଏହି ସମସ୍ତଙ୍କ…