Browsing Tag

sushant singh rajput death

ଏହି କାରଣରୁ ସୁଶାନ୍ତ ରହୁଥିବା ଫ୍ଲାଟରେ କେହି ରାଜି ହେଉନାହାନ୍ତି ରହିବାକୁ, ବର୍ଷେ ହେଲାଣି ପଡ଼ିଛି ଖାଲି

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଛି। ଗତ ବର୍ଷ ଜୁନ ୧୪ତାରିଖରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ସେବେଠାରୁ ଉକ୍ତ ଘର ଖାଲି ପଡ଼ିଛି। କୁହାଯାଉଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ କେହି ସେହି ଘରକୁ କିଣିବାକୁ କିମ୍ବା…

ମିଛ ତଥ୍ୟ ପରିବେଷଣ କରିବା ପଡ଼ିଲା ମହଙ୍ଗା, ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ୨୦୦ କୋଟିର ମାନହାନି ନୋଟିସ ଜାରି

ଦିବଂଗତ ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସନ୍ଦୀପ ସିଂହ ରିପବ୍ଲିକ ଟିଭି ତଥା ଏହାର ପ୍ରମୁଖ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ମାନହାନି ନୋଟିସ ଜାରି କରିବା ସହିତ ୨୦୦ କୋଟି ଟଙ୍କାର ଜରିମାନା ଦାବି କରିଛନ୍ତି। ରିପବ୍ଲିକ ଟିଭି ତାଙ୍କୁ ଅନେକ ଥର ଅପରାଧମୂଳକ…

ମୃତ୍ୟୁର ୫ ଦିନ ପୂର୍ବରୁ ଭଉଣୀ ମିତୁଙ୍କୁ SOS କଲ୍‌ କରିଥିଲେ ସୁଶାନ୍ତ, କହିଥିଲେ ‘ମୋତେ ଡର ଲାଗୁଛି, ଏମାନେ ମୋତେ…

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍‌ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଆପାର୍ଟମଣ୍ଟେରେ ମୃତ ଅବସ୍ଥାରେ ମିଳିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ, ଇଡି ଏବଂ ଏନସିବି ଭଳି ଏଜେନ୍ସୀ ଯାଞ୍ଚ କରୁଛି। ସେହିପରି ଏହି କେସରେ ଏବେ ଏକ ବଡ ଖୁଲାସା ହୋଇଛି। ଯେଉଁଥିରେ…

ସୁଶାନ୍ତଙ୍କ ଘରୁ ଶୁଭୁଥିଲା ଅଜବ ଶବ୍ଦ ଓ ଘଟୁଥିଲା ଏଭଳି ଅଲୌକିକ ଘଟଣା, ଖୁଲାସା କଲା ରୋଷେୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସୁଛି। ଏହାର ଉତ୍ତର ଖୋଜିବାକୁ ସିବିଆଇ ଟିମ୍‌ ମୁମ୍ବାଇରେ ପହଞ୍ଚିଛି। ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି ଓ ଏହା ଏକ ନୂଆ ପ୍ରଶ୍ନ ଠିଆ କରୁଛି। ସୁଶାନ୍ତଙ୍କ ରୋଷେୟା ନୀରଜ ସିଂହ କହିଛନ୍ତି ଯେ ସୁଶାନ୍ତଙ୍କ…

‘ଜୁନ୍ ୧୩ରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇନଥିଲା, ଲାଇଟ୍ ବନ୍ଦ ଥିଲା’

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେମିତି ହୋଇଛି ତାର ତଦନ୍ତ ସିବିଆଇ ଆରମ୍ଭ କରିଦେଇଛି । ଆଜି ସୁଶାନ୍ତ ରହୁଥିବା ଘରକୁ ମଧ୍ୟ ସିବିଆଇ ଅଧିକାରୀ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି । ତାଙ୍କ ସହ ଫରେନ୍‌ସିକ୍ ଟିମ୍ ମଧ୍ୟ ଯାଇଥିଲେ । ସେପଟେ ଆଜି ସୁଶାନ୍ତଙ୍କ ଜଣେ…

ସୁଶାନ୍ତଙ୍କୁ ମାରିବା ପାଇଁ ଷ୍ଟନ୍‌ ଗନ୍‌ ବ୍ୟବହାର କରାଯାଇଥିବା ଦାବି କଲେ ଆମେରିକା ଡାକ୍ତର, ଦେଲେ ଏହି ପ୍ରମାଣ

ସୁଶାନ୍ତ ସିଂହ ରାଜପୁତ ମାମଲାରେ ଲଗାତାର ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ଏହି ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ତଥ୍ୟ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସୁଶାନ୍ତଙ୍କ ହତ୍ୟା ଷ୍ଟନ୍‌ ଗନ୍‌ରେ କରାଯାଇଛି। ଏନେଇ ସୁଶାନ୍ତଙ୍କର ଜଣେ ଫଲୋୟର୍ସ ଟ୍ଵିଟ୍‌ କରିଛନ୍ତି। ସେ ଟ୍ଵିଟ୍‌…

ସୁଶାନ୍ତଙ୍କ ମୃତ୍ୟୁର ବଡ଼ ଖୁଲାସା, ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ପାଦ ମୋଡ଼ିହୋଇଥିବା ନେଇ ଦାବି କଲେ ସୁବ୍ରମଣ୍ୟମ୍‌…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଲଗାତାର ସ୍ୱର ଉତ୍ତୋଳନ କରୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ପୁଣିଥରେ ଏହି ମାମଲାରେ ବୟାନ ଦେଇଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ୱାମୀ କହିଛନ୍ତି ସିବିଆଇ କୁପର ହସ୍ପିଟାଲର…

ସିଆରପିଏଫ୍‌ରେ ମଧ୍ୟ ଟ୍ରେନିଂ ନେଇଥିଲେ ସୁଶାନ୍ତ ସିଂହ ରାଜପୁତ, ଟ୍ରେନିଂ ବେଳର ଭିଡିଓ ହେଉଛି ଭାଇରାଲ

ସୁଶାନ୍ତ ସିଂହ ରାଜପୁତଙ୍କୁ ଯିବାର ଦୁଇ ମାସ ହେଲାଣି। ତଥାପି ଫ୍ୟାନ୍‌ ଓ ତାଙ୍କ ପରିବାର ଲୋକେ ଏହି ଦୁଃଖକୁ ଭୁଲିପାରିନାହାନ୍ତି। ତାଙ୍କର ଅନେକ ଥ୍ରୋ ବ୍ୟାକ୍‌ ଭିଡିଓ ଓ ଫଟୋ ସେୟାର କରି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ସେ କେବଳ ଜଣେ ଭଲ ଅଭିନେତା ନଥିଲେ ବରଂ ଫୁର୍ତ୍ତି ତଥା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ବିଦ୍ୟା ବାଲନ୍‌, କହିଲେ- ‘ଆତ୍ମହତ୍ୟା ପାଇଁ କେହି ଦାୟୀ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ଏହାର ସଠିକ୍‌ କାରଣ ଜଣାପଡ଼ିନାହିଁ। କିଛି ଲୋକ ଏହାକୁ ହତ୍ୟା କହୁଥିବା ବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟରେ କିନ୍ତୁ ଆତ୍ମହତ୍ୟା ବୋଲି ଉଲ୍ଲେଖ ରହିଛି। ଏଣୁ ଦିନକୁ ଦିନ ଏହି ମାମଲା ରହସ୍ୟମୟ ହୋଇପଡ଼ିଛି। ଅନ୍ୟପଟେ…

କାଲି ଲଞ୍ଚ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର, ହିଟ୍‌ କରିବାକୁ କ୍ୟାମ୍ପେନିଂ ଚଳାଇଛନ୍ତି…

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ସୁଶାନ୍ତ ବେଶ୍‌ ଏକ୍ସାଇଟେଡ୍‌ ଥିଲେ। ଏହି ଫିଲ୍ମ ତାଙ୍କ ବେଷ୍ଟଫ୍ରେଣ୍ଡ ଓ କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡ଼ାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ଥିଲା। ମାତ୍ର ଫିଲ୍ମ…

ମୁମ୍ବାଇ ଛାଡ଼ିଲେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ନାୟିକା, କହିଲେ- ‘ଆଉ ଦେଖା ହେବ କି ନାହିଁ ଜାଣିନି’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି କେହି ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଆଉ କିଛି ଦିନ ପରେ ମାସେ ପୂରିବାକୁ ଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଜୁନ୍‌ ୧୪ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆହତ୍ମହତ୍ୟା…

ସାମ୍ନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ, ଅଭିନେତାଙ୍କ ଶରୀରରେ ବିଷ ଓ…

ମୃତ୍ୟୁର ୧୫ ଦିନ ପରେ ବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଛାନ୍‌ଭିନ୍‌ କରୁଛି ପୋଲିସ। ଏହି ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୨୮ ଜଣଙ୍କ ବୟାନ ରେକର୍ଡ କରିଛି। ଇତି ମଧ୍ୟରେ ସୁଶାନ୍ତଙ୍କର ଭିସେରା ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ତାଙ୍କ ମୃତ୍ୟୁକୁ ନେଇ…