ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଭୁଲିପାରୁନାହାନ୍ତି ଏହି ଅଭିନେତ୍ରୀ, କହିଲେ ‘ଏଠାରେ ତିଷ୍ଠିବା ସହଜ ନୁହେଁ’
ଅଭିନେତ୍ରୀ ଭୂମିକା ଚାଓ୍ଵଲା ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଏପର୍ଯ୍ୟନ୍ତ ଭୁଲିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ୨୦ ଦିନ ବିତିସାରିଲାଣି କିନ୍ତୁ ଭୂମିକା ଏହି ଖବର ଡିପ୍ରେସନରେ ରହିଛନ୍ତି। ଭୂମିକା ଯାହାକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖିଛନ୍ତି।
ଭୂମିକା…