Browsing Tag

sushant singh rajput

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତକୁ ବିରୋଧ କଲେ ମହାରାଷ୍ଟ୍ର ସରକାର, ବିହାର ପୋଲିସ ଉପରେ…

ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଞ୍ଚକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ନିକଟରେ କେନ୍ଦ୍ର ସରକାର ତାଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବହୁ ଲୋକ ସ୍ୱାଗତ ମଧ୍ୟ କରିଛନ୍ତି। କିନ୍ତୁ ଏବେ…

ବିଶ୍ୱବ୍ୟାପୀ ତେଜିଲା ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ, କାର୍ଲିଫର୍ଣ୍ଣିଆ ରାସ୍ତାରେ ପ୍ରଦର୍ଶିତ ହେଉଛି…

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାର ତଦନ୍ତ ଏବେ ସିବିଆଇ କରିବ। ସୁଶାନ୍ତଙ୍କ ପରିବାର ଓ ଫ୍ୟାନ୍‌ଙ୍କ ଦାବି ପରେ କେନ୍ଦ୍ର ସିବିଆଇକୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଖୁବ୍‌ଶୀଘ୍ର ସୁଶାନ୍ତଙ୍କ ମୃତ୍ୟୁର ପର୍ଦ୍ଦାଫାସ୍‌ ହେବ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବ…

ସୁଶାନ୍ତଙ୍କ ପର୍ସନାଲ ଡାଏରୀରୁ ଚିରାଯାଇଛି କିଛି ପୃଷ୍ଠା, ସେହି ପୃଷ୍ଠାରେ ନଥିଲା ତ କିଛି ରାଜ୍‌!

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ମୁମ୍ବାଇ ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ତଦନ୍ତ ଠିକ୍‌ ହେଉନଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଟେନ୍‌ସନ୍‌, ବିହାରରେ ରୁଜୁ ହୋଇଥିବା ମାମଲାକୁ ପୁନଃରେଜିଷ୍ଟର କରିବ ସିବିଆଇ

ବିହାର ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ବୁଧବାର ଦିନ ସିବିଆଇକୁ ଦେଇଛନ୍ତି। ଏହି ମାମଲାର ତଦନ୍ତ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସିବିଆଇ ତରଫରୁ କୁହାଯାଇଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିନେତ୍ରୀ ରିୟା…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟାଙ୍କୁ ୭ ତାରିଖ ଦିନ ଜେରା କରିବ ଇଡି

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ଏକଥା ଆଜି ସ୍ପଷ୍ଟ ହେବା ପରେ ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ପାଟନା ପୋଲିସ୍ ଫେରି ଆସିବ । ତେବେ ଏହାଠାରୁ ଆଉ ଏକ ବଡ଼ ଖବର ହେଲା ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା, ରିୟାଙ୍କ ପିଟିସନ୍‌ର ଶୁଣାଣି କରି ଏହି ରାୟ ଦେଲେ ସୁପ୍ରିମ୍‌କୋର୍ଟ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍‌ର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। ପାଟନାରେ ଦାୟର ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପିଟିସନ୍‌ ଦାଖଲ କରିଥିଲେ।…

ଦିଶାଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍‌ କନ୍‌ଫରେନ୍ସ କରିବାକୁ ଚାହୁଁଥିଲେ ସୁଶାନ୍ତ, କିନ୍ତୁ ସେଦିନ ରାତିରେ…;…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସମାଧାନ ହେବା ବଦଳରେ ଦିନକୁ ଦିନ ଅଧିକ ବିବାଦୀୟ ହୋଇଯାଉଛି। ପ୍ରତିଦିନ ଏହି ମାମଲାରେ ନୂଆ ନୂଆ ମୋଡ଼ ସାମ୍ନାକୁ ଆସୁଛି। ଆଜି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ମିଳିଥିବା ବେଳେ ଇତି ମଧ୍ୟରେ ଆଉ ଏକ ନୂଆ କଥା ଶୁଣିବାକୁ…

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ମିଳିଲା କେନ୍ଦ୍ରର ଅନୁମତି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବ ସିବିଆଇ। ବିହାର ସରକାରଙ୍କ ତରଫରୁ ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନକୁ କେନ୍ଦ୍ର ଗ୍ରହଣ କରିଛି। ଖୁବ୍‌ଶୀଘ୍ର ଏହା ମାମଲାର ସିବିଆଇ ତଦନ୍ତ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ପଷ୍ଟ କରିଛି। ଏଣୁ ସୁଶାନ୍ତଙ୍କୁ ନ୍ୟାୟ…

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କଲେ ବିହାର ରାଜ୍ୟପାଳ ଫଗୁ ଚୌହାନ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା। ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଛନ୍ତି ବିହାର ରାଜ୍ୟପାଳ ଫଗୁ ଚୌହାନ । ଗତକାଲି ସିବିଆଇ ତଦନ୍ତ ନେଇ ସୁପାରିଶ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ରାଜ୍ୟପାଳ ସିବିଆଇ ତଦନ୍ତ ଫାଇଲରେ ମୋହର ମାରିଛନ୍ତି ।…

ବିଜେପି ନେତାଙ୍କ ଚାଞ୍ଚଲ୍ୟକର ବୟାନ- ‘ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ମାରି ଦିଆଯାଇଛି’

ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ବିହାର ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଜାରି ରହିଥିବା ଛକାପଞ୍ଝା ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଘେରିଛି। ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ସରକାର ସୁଶାନ୍ତ ସିଂହ ମାମଲାରେ କାହାକୁ…

ମୁମ୍ବାଇ ପୋଲିସ ଜାଣିଶୁଣି ସବୁ ପ୍ରମାଣକୁ ନଷ୍ଟ କରି ଦେଉଛି: ସୁଶାନ୍ତ ସିଂହ ରାଜପୁତଙ୍କ ଓକିଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ବିହାର ଓ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ…

ସିବିଆଇ ଯାଞ୍ଚ ନାଁ ଶୁଣି ଡରିଗଲେଣି ରିୟା ଚକ୍ରବର୍ତ୍ତୀ, ଓକିଲ ମାଧ୍ୟମରେ କହିଲେ ‘ସିବିଆଇ ଯାଞ୍ଚ ଦରକାର ନାହିଁ’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏଯାଏଁ ଫିଟିପାରୁନାହିଁ। ଏବେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମଧ୍ୟ କରୁଛି। ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ହେବା ପରେ ଏବେ ପୋଲିସ ରିୟାଙ୍କୁ ଖୋଜୁଛି। ଏହି ମାମଲାରେ ଏବେ ରିୟାଙ୍କ ଓକିଲ କହିଛନ୍ତି…