ନୂଆଦିଲ୍ଲୀ ଲୋକସଭା ଆସନରୁ ବାଂସୁରୀଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମା’ଙ୍କ ନୀତି ଆଦର୍ଶରେ କାମ କରିବେ ବାଂସୁରୀ
ପୂର୍ବ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବାଂସୁରୀ ସ୍ୱରାଜ । ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିବା ବେଳେ ବିଜେପି ପ୍ରଥମ ପର୍ଯ୍ୟାୟ…