Browsing Tag

Sushmita Roy

ଫ୍ଲପ କ୍ରିକେଟରଙ୍କ ତାଲିକାରେ ମନୋଜ ତିଓ୍ଵାରୀଙ୍କ ନାମ ଆସିବାରୁ ରାଗିଗଲେ ପତ୍ନୀ, କହିଲେ ଏମିତି କଥା

ଭାରତୀୟ କ୍ରିକେଟର ମନୋଜ ତିଓ୍ଵାରୀ ଘରୋଇ କ୍ରିକେଟରେ ଲଗାତାର ଭଲ ଖେଳୁଥିଲେ ମଧ୍ୟ ତାଙ୍କୁ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଅଧିକାଂଶ ମ୍ୟାଚ ଖେଳିବାର ସୁଯୋଗ ମିଳୁନାହିଁ। ଆଘାତ ଯୋଗୁଁ ମନୋଜ ଟିମ ଇଣ୍ଡିଆର ଅନେକ ମ୍ୟାଚରୁ ବାଦ୍‌ ପଡୁଛନ୍ତି। ମନୋଜ ୨୦୦୮ରେ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚରେ ଡେବ୍ୟୁ…