ପଦାକୁ ଆସିଲା ଆଉ ଏକ ରହସ୍ୟ, ମୃତ୍ୟୁ ପୂର୍ବ ଦିନ ସୁଶାନ୍ତଙ୍କ ସହ ଦେଖା କରିଥିଲେ ରିୟା ଚକ୍ରବର୍ତ୍ତୀ
ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନ କୁ ଦିନ ନୂଆ ମୋଡ ନେବାରେ ଲାଗିଛି । ବର୍ତ୍ତମାନ ସମୟରେ ଏହି ମାମଲା ସହ ଡ୍ରଗ୍ସ ଲିଙ୍କ ନେଇ ଏନସିବି ଟିମ ନିଜ ତଦନ୍ତ ଜାରି ରଖିଛନ୍ତି । ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏବେ ଆଉ ଏକ ରହସ୍ୟ ପଦାକୁ ଆସିଛି । ଘଟଣାର ପୂର୍ବ ଦିନ ଅର୍ଥାତ ୧୩ ତାରିଖ ରାତି…