Browsing Tag

suspended

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ, କଂଗ୍ରେସର ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟପାଇଁ କଂଗ୍ରେସର ୩ ବିଧାୟକ ନିଲମ୍ବିତ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ସସପେଣ୍ଡ କରାଯାଇଛି । ଏହି ୩ ବିଧାୟକ ହ୍ବିପ ଉଲଂଘନ କରି ବିଜେପି…

ପୁଣି ପୁରୀ କୋର୍ଟକୁ ଉଡାଇଦେବାକୁ ଧମକ, ଅଦାଲତର ସମସ୍ତ କାର୍ଯ୍ୟ ବନ୍ଦ

ପୁରୀ : କୋର୍ଟକୁ ପୁଣି ବୋମା ଆତଙ୍କ । ପୁରୀ କୋର୍ଟକୁ ଉଡାଇଦେବାକୁ ମେଲରେ ଆସିଛି ଧମକ । ଫଳରେ ଆଇନଜୀବୀମାନେ ଭୟରେ କୋର୍ଟ ବାହାରକୁ ବାହାରି ଆସିଥିଲେ । ମେଲ୍ ରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ତନାଘନା ଜାରି ରଖିଛି । କୋର୍ଟକୁ ଖାଲି କରି ଖାନତଲାସି ଚାଲିଛି । ଅଦାଲତର ସମସ୍ତ…

ମୃତହାତୀକୁ ଗାଏବ ଘଟଣାରେ ବଡ଼ ସଫଳତା, ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତଦେହ

କନ୍ଧମାଳ: ଚାଲିଛି ଅବାଧ ହାତୀ ଶିକାର । କନ୍ଧମାଳରେ ମୃତ, କଳାହାଣ୍ଡିରେ ମୃତଦେହ । କନ୍ଧମାଳ ଜିଲ୍ଲାର ବହୁ ଚର୍ଚ୍ଚିତ ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତହାତୀକୁ ଗାଏବ ଘଟଣାରେ ବଡ଼ ସଫଳତା । କେସିଙ୍ଗା ତହଁସିର ଯୋଜନା ନିକଟରୁ ମିଳିଲା ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ।…

ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ

ଯାଜପୁର: ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ । ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିଲମ୍ବନ କରାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା…

ଚୌଦ୍ବାର ଥାନାରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଥାନା ଅଧିକାରୀ, ଏସଆଇ ଓ କନେଷ୍ଟବଳ ନିଲମ୍ବିତ

ଚୌଦ୍ବାର: ଚୌଦ୍ବାର ଥାନାରେ ଅଟକ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୩ ପୋଲିସ ସସପେଣ୍ଡ ହୋଇଛନ୍ତି ।  ଥାନା ଅଧିକାରୀ , ଏସଆଇ ଓ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ବାର ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ପାହ୍ୟାର ଅଫିସର…

ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ, ଦଳ ଠିକ୍‌ ଭାବେ ନ ଚାଲିଲେ ଦୂରେଇ ଯିବେ ବୋଲି କହିଥିଲେ

ଭୁବନେଶ୍ୱର : ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ନିଲମ୍ବିତ । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରଫୁଲ୍ଳ ମଲ୍ଲିକ ବିଜେଡିରୁ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା…

ନିଲମ୍ବିତ ହେଲେ ସରପଞ୍ଚ, ସରକାରୀ ଟଙ୍କା ଆତ୍ମସାତ କରିବା ପଡିଲା ମହଙ୍ଗା

ଚାନ୍ଦବାଲି : ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ସରପଞ୍ଚ । ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କଲେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ । ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୮ଜଣ ନାବାଳକ ଓ…

ଅନ୍ବେଷା ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ

ଗଜପତି: ଗଜପତି ଜିଲ୍ଲାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପରେ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ ବିଜୟ କୁମାର ସାହୁ ତାଙ୍କ ଚିଠି ନଂ. ୫୬୨/୨୫ରେ ତାଙ୍କୁ ବୁଧବାର ନିଲମ୍ବନ କରିଥିବା ଜଣାପଡିଛି ।…

ମହଙ୍ଗା ପଡିଲା ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

କୋରାପୁଟ : କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ।  ୩ SIଙ୍କ ସହ ୧୧ ପୋଲିସ କର୍ମଚାରୀ ନିଲମ୍ବିତ ।  ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ମାମଲାରେ ନିଲମ୍ବିତ ହୋଇଛନ୍ତି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୧୧ ପୋଲିସ କର୍ମଚାରୀ ।  ୩ ଜଣ ସବ୍ ଇନ୍ସପେକ୍ଟର, ଜଣେ କନଷ୍ଟେବଳ…

ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ, ଦୁର୍ନୀତି ଅଭିଯୋଗରେ ହୋଇଥିଲେ ଗିରଫ

କଳାହାଣ୍ଡି : ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ । ଦୁର୍ନୀତି ଅଭିଯୋଗରେ ଗିରଫ ପରେ ନିଲମ୍ବନ କଲେ ରାଜ୍ୟ ସରକାର । ଅଗଷ୍ଟ ୨ତାରିଖରେ ସେ ଭବାନୀପାଟଣାରୁ କୋରାପୁଟ ଯାଉଥିବା ବେଳେ ତାଙ୍କ ସରକାରୀ ଗାଡ଼ିରୁ ପ୍ରାୟ ୫ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ…

ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ, ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭୁବନେଶ୍ୱର : ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ । ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିଲେ ରାଜେଶ। ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଜଣେ IPS ଅଫିସରଙ୍କ ଏପରି ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହୋଇଛନ୍ତି । ଅଗ୍ନିଶମ ଓ ହୋମ ଗାର୍ଡ…

ସହିଦ ନଗର SI ନିଲମ୍ବିତ, ଲାଞ୍ଚ ନେବା ମାମଲାରେ କାବୁ କରିଥିଲା ଭିଜିଲାନ୍ସ

ଭୁବନେଶ୍ୱର (କେନ୍ୟୁଜ): ନିଲମ୍ବିତ ହେଲେ ସହିଦ ନଗର ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଞ୍ଚ ନେବା ମାମଲାରେ ସେ ଭିଜିଲାନ୍ସ ହେପାଜତରେ ଅଛନ୍ତି । ଗତକାଲି ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ନେଉଥିଲେ । ଥାନା ପରିସରରେ ହେଉଥିଲା ଲାଞ୍ଚ କାରବାର । ଏହି ସମୟରେ…