ପାକିସ୍ତାନକୁ ଝଟକା, ସମସ୍ତ ପ୍ରକାର ଡାକ ଓ ପାର୍ସଲ ସେବା ଉପରେ ରୋକ ଲଗାଇଲେ ଭାରତ ସରକାର
ଭାରତ ପାକିସ୍ତାନ ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏହି ନିଷ୍ପତ୍ତି ଉଭୟ ବିମାନ ଓ ସ୍ଥଳପଥ ପାଇଁ ଲାଗୁ ହୋଇଛି । ଆଜି ସରକାର ପାକିସ୍ତାନରୁ ଆସୁଥିବା ସମସ୍ତ ପ୍ରକାରର ପୋଷ୍ଟ ଏବଂ ପାର୍ସଲକୁ ବାନ କରିଛନ୍ତି । ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ପାକିସ୍ତାନରୁ ଆସୁଥିବା…